Odia News Portal
Yearly Archives

2021

କୋଭିସିଲ୍ଡ ପରେ ପହଞ୍ଚିଲା କୋଭାକ୍ସିନ୍

ଭୁବନେଶ୍ୱର: କରୋନା ଟିକା କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ । ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ ଟିକା । କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଆଜି ସକାଳେ ଆସି ପହଞ୍ଚି ଥିଲା । ପ୍ରଥମ…

ଓଲଟିଲା ପୋଲିସ ଭ୍ୟାନ୍, ୫ ଆହତ

ବ୍ରହ୍ମପୁର: ଓଲଟି ପଡ଼ିଲା ପୋଲିସ ଗାଡି | ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ୧୬ ନମ୍ବର ରାଜପଥ ଉପରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଉଠାଇବା ପାଇଁ ରସି ଆଣିବା ପାଇ ଯାଉଥିବା ପୋଲିସ ଗାଡି ଓଲଟି ୫ ଜଣ…

ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ବ୍ରହ୍ମପୁର: ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ୧୬ ନମ୍ୱର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି |ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍…

ଓଲଟିଲା ଯାତ୍ରୀବାହୀ ବସ୍, ୨ ଗୁରୁତର

କଳାହାଣ୍ଡି: ଘାଟିରେ ଓଲଟିଲା ବସ୍ । କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୨ ଗୁରୁତର । ଆଜି ଭୋରୁ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ଦିଲଖୁସ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାରେ…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ତଦାରଖ

କଳାହାଣ୍ଡି: ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖରେ କଳାହାଣ୍ଡି ଗସ୍ତ କରି ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୮୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଇନ୍ଦ୍ରାବତୀ ପ୍ରକଳ୍ପ ।ଏହି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଧର୍ମଗଡ,…

ଜାଣନ୍ତୁ କିପରି ପାଳିତ ହୁଏ ବଉଳ ଅମାବାସ୍ୟା

ଆଜି ବଉଳ ଅମାବାସ୍ୟା।ହିନ୍ଦୁ ପାଞ୍ଜି ଅନୁସାରେ ପୌଷ ମାସ କୃଷ୍ଣପକ୍ଷ ଅନ୍ତିମ ତିଥିରେ ଏହି ଅମାବାସ୍ୟା ପଡେ। ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା(ବକୁଳ ଲାଗି) ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ।ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା…

ଆସୁଛି ଧୋନିଙ୍କ ନୂଆ ୱେବସିରିଜ୍

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ମଇଦାନରେ କମାଲ କରିଥିବା ଆପଣ ବହୁ ବାର ଦେଖିଛନ୍ତି। ବର୍ତ୍ତମାନ ଧୋନି ଚାଷ କାମରେ ମଧ୍ୟ ନିଜର ଜି-ଜାନ୍ ଲଗେଇ ଦେଇଛନ୍ତି । ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ସେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ…

ମାଟ୍ରିକ ପରୀକ୍ଷା ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦଶମ ପରୀକ୍ଷା ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀଙ୍କୁ । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।…