Odia News Portal
Yearly Archives

2021

ମଙ୍ଗଳବାର କରନ୍ତୁ ସୁନ୍ଦରକାଣ୍ଡ ପାଠ, ମିଳିବ ହନୁମାନଙ୍କ କୃପା

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନ କୌଣସି ଦେବାଦେବୀଙ୍କୁ ସମର୍ପିତ । ଠିକ ସେହିଭଳି ମଙ୍ଗଳବାର ଦିନଟି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ସମର୍ପିତ । ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି।…

ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ସେ ଦାୟିତ୍ୱ ନେଇଛନ୍ତି। ବିଜେଡି ନେତା ସୁବାସ ଚୌହାନଙ୍କର ଗତବର୍ଷ ମେ’ ୧୦ତାରିଖରେ ମୃତ୍ୟୁ…

କେନ୍ଦୁପତ୍ର ତୋଳାଳୀଙ୍କୁ ଖୁସ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି | ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା | ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା…

୩ କୋଟିଙ୍କୁ ମାଗଣା ଟିକା: ମୋଦି

ନୂଆଦିଲ୍ଲୀ: ଭାରତରେ ୧୬ ଜାନୁଆରୀ ଠାରୁ କରୋନା ପାଇଁ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାଜଧାନୀରେ ମାରିଲେ, ଗଞ୍ଜାମରେ ଫିଙ୍ଗିଲେ

ଗଞ୍ଜାମ: ବାଲେଶ୍ୱରର ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ମର୍ଡ଼ର କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୋଚାଇବାକୁ ଯାଇ ଓଲା କାର୍‌ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା । ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ପୋଲିସ ହତ୍ୟା…

ମାହାଙ୍ଗା ମର୍ଡର: ଅଷ୍ଟମ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ୍ ମର୍ଡର ଘଟଣା । ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯାହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଅନ୍ୟତମ ଅଭିଯୁକ୍ତ ଭିକାରୀ ସ୍ୱାଇଁକୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା…

ବାପା ମା ହେଲେ ବିରୁଷ୍କା

ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବିରାଟ ଓ ଅନୁଷ୍କା । ଏ​‌ ନେଇ କୋହଲି ଖୁସି…

ଦିଆ ମିର୍ଜାଙ୍କ ପୂର୍ବତନ ମ୍ୟାନେଜର ଗିରଫ୍

ମୁମ୍ବାଇ: ଅଭିନେତ୍ରୀ ଦିଆ ମିର୍ଜାଙ୍କ ପୂର୍ବତନ ମ୍ୟାନେଜରଙ୍କୁ ଏବେ ଏନସିବି ଗିରଫ କରିଛି | ସୂଚନା ଅନୁସାରେ ଶନିବାର ରାତିରେ ଏନସିବି ଚାରି ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ମଧ୍ୟ ଜବତ କରିଛି | ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦିଆ ମିର୍ଜାଙ୍କ ପୂର୍ବତନ ମ୍ୟାନେଜର ଫନିର୍ଚର…

ପୋଲ ଭୁଶୁଡ଼ିବା ଘଟଣା: ୩ ଜଣଙ୍କ ନାଁରେ ଏତଲା

ନବରଙ୍ଗପୁର: ଉମରକୋଟ ତାଲାପଦରରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଆକ୍ସନ ମୋଡ୍‌ରେ ପ୍ରଶାସନ। ୩ ଜଣଙ୍କ ନାଁରେ ଉମରକୋଟ ଥାନାରେ ଏତଲା ଦାୟର |ଠିକାଦାର,କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦିଆଯାଇଛି । ଠିକାଦାର ଆଶିଷ ବିଶ୍ୱାଳ,ଜେଇ ଅସିତ…