Odia News Portal
Yearly Archives

2021

ଝିଅର ସଫଳତାରେ,ବାପାର ସଲାମ୍

ତିରୁପତି : ଅଫିସର ଝିଅକୁ ସାଲ୍ୟୁଟ୍ ମାରିଲେ ବାପା | ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ଘଟଣା ନିହାତି ସାଧାରଣ ହୋଇପାରେ । କିନ୍ତୁ ଜଣେ ବାପା ତା ଝିଅକୁ ଗର୍ବର ସହ ସାଲ୍ୟୁଟ ମାରିବା କଥା ଖୁବ୍ ଅସାଧାରଣ ଓ ଅବିସ୍ମରଣୀୟ | ଯେଉଁ ଝିଅକୁ ଦିନେ ବାପା କୋଳେଇ…

ଇସ୍ତଫା ଦେଲେ ଲକ୍ଷ୍ମୀ ରତନ ଶୁକ୍ଳା

କୋଲକାତା : ମମତା ସରକାରକୁ ଆଉ ଗୋଟିଏ ବଡ ଝଟକା ଲାଗିଛି । ମଙ୍ଗଳବାର ଦିଦିଙ୍କ ସରକାରରେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗରେ ଖେଳ ମନ୍ତ୍ରୀ ଥିବା ଶୁକ୍ଳା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ…

୧୦ ଦିନ ଭିତରେ ଟିକାକରଣ

ନୂଆଦିଲ୍ଲୀ : ୧୦ ଦିନ ଭିତରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ଭଲ ଖବର ନେଇ ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି । କୋଭାକ୍ସିନ, କୋଭାସିଲ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି…

ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ ଆତଙ୍କ

କେରଳ : ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ । ଦେଶର ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ | ରାଜସ୍ଥାନ, ମଧ୍ୟ ପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ତେବେ କେରଳ…

ରାସ୍ତାରେ ପଡ଼ିଛି ଟଙ୍କା ବିଡ଼ା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ପଡ଼ିଛି ୫୦୦ ଟଙ୍କିଆ ୩ଟା ନୋଟ୍ ବଣ୍ଡଲ ‌। ଏହି ନୋଟ୍ କାହାର ? ନୋଟ୍‌ ଅସଲି କି ନକଲି, ତାହା ଏବେ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ନୋଟ୍ ପଡ଼ିଥିବା ସ୍ଥାନରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ସୂଚନାନୁଯାୟୀ, ଆଜି ଗଙ୍ଗନଗର…

ପରୀ ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସରୋଜର ପରିବାର ଲୋକ । ଆଜି…

ଡବଲ ମର୍ଡର ଘଟଣାରେ ୪ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ମାହାଙ୍ଗା ପୁଲିସ୍‌ । ସିନ୍ ରିକ୍ରିଏସନ୍ ବେଳେ ପୁଲିସ୍‌ ଗୋଟିଏ ଖଣ୍ଡା ଜବତ କରିଛି। ସୂଚନାନୁଯାୟୀ , ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ…

ପୁଣି ୭ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ | ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ, ସି.ଡି.ପି.ଓ. ସ୍ନିଗ୍ଧାରାଣୀ ମିଶ୍ର, କମାଣ୍ଡାଣ୍ଟ…

ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ଟିକା ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସ ସୁଦ୍ଧା ଓଡିଶାରେ କରୋନା ଟିକା ପହଁଚିବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ

ଜଗତସିଂହପୁର : ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଗୁଳିମାଡ ହୋଇଛି । ଆଜି ସକାଳେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଗୁଳିରେ ଗୁରୁତର ହୋଇପଡ଼ିଛନ୍ତି ୬୦ ବର୍ଷର ବୃଦ୍ଧ । ଅଶୋକ କୁମାର ବିଶ୍ୱାଳ ନାମକ ବୃଦ୍ଧଙ୍କ…