Odia News Portal
Yearly Archives

2021

ଏମିତି ଜନ୍ମଦିନ ପାଳିଲେ ବିରାଟ, ଦେଖନ୍ତୁ ଭିଡିଓ

ଦୁବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଶୁକ୍ରବାର ଥିଲା ଜନ୍ମଦିନ । ୩୩ ବର୍ଷରେ ପାଦ ଥାପିଛନ୍ତି ବିରାଟ । ଟି-୨୦ ବିଶ୍ୱକପରେ ଗତକାଲି ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିଛନ୍ତି କୋହଲି । ସାଥି ଖେଳାଳୀଙ୍କ ମେଳରେ

୯ରେ ନବୀନ-ଜଗନ ଭେଟଘାଟ

ଭୁବନେଶ୍ୱର: ହୋଇପାରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଦୀର୍ଘଦିନ ଧରି ଲାଗି ରହିବା ବିବାଦର ଘଟିପାରେ ଅନ୍ତ । ରାଜ୍ୟର ପ୍ରମୁଖ ସୀମାବିବାଦ, ପୋଲାଭରମ ଜଳ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗର ଆଶୁ ସମାଧାନ ଦିଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଲୋଚନା ହେବ। ଏନେଇ ଆସନ୍ତା

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧୦,୯୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୯୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ୨୪ ଘଣ୍ଟାରେ ଆଉ ୧୨,୫୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ୩୩,୭୩,୭୪,୬୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟହାର

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି: ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଉଛି।  ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ଦୋକାନ ବଜାର

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୩ ଜଣ ଶିଶୁ ଓ କିଶୋର କରୋନା

ଆସୁଛି ଆଉ ଦୁଇଟି ଲଘୁଚାପ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ସୁମାତ୍ରା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡିଶା ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ନିର୍ମାତା-ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯାଉଥିବା ସମସ୍ତ ବ୍ୟକ୍ତି

ଇସ୍ତପା ପତ୍ର ଫେରାଇ ନେଲେ ସିଦ୍ଧୁ

ନୂଆଦିଲ୍ଲୀ : ନବଜ୍ୟୋତ ସିଦ୍ଧୁଙ୍କ ୟୁ ଟର୍ଣ୍ଣ । ଇସ୍ତଫା ପତ୍ର ଫେରାଇନେଲେ ସିଦ୍ଧୁ । ଏ ନେଇ ସେ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏବେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବେ କାମ କରିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ମତଭେଦ ଦେଖାଦେବାରୁ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା

ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କମିଟି ସହ ଆଲୋଚନା କଲେ ୫-ଟି ସଚିବ

ଭୁବନେଶ୍ୱର: ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା

ସିଗାରେଟ୍ ଅଭ୍ୟାସକୁ ଛଡାଇବ ଏହି ସାଧାରଣ ଜୁସ୍

ଭୁବନେଶ୍ୱର : ବିଭିନ୍ନ ରୋଗର ଘର ହେଉଛି ସିଗାରେଟ୍ ସେବନ । ଏହା ଶରୀରକୁ କ୍ଷତି ପହଁଚାଇ ଥାଏ । ଏହା ଜାଣିବା ପରେ ବି ଲୋକେ ଏହି ଅଭ୍ୟାସରୁ ବାହାରକୁ ବାହାରି ପାରୁ ନାହାଁନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି କି ଯଦି ଆପଣ ଧୁମ୍ରପାନ ଅଭ୍ୟାସକୁ ଛଡାଇବାକୁ