ଭାରତ ବିପକ୍ଷ ଟେଷ୍ଟ ସିରିଜ ଲାଗି ଟିମ୍ ଘୋଷଣା କଲା ନ୍ୟୁଜିଲାଣ୍ଡ
ୱେଲିଂଟନ୍ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତ ବିପକ୍ଷ ୨ଟି ଟେଷ୍ଟ ଶୃଙ୍ଖଳାରେ ଖେଳିବେ ନାହିଁ। ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଟ୍ରେଣ୍ଟ ବୋଲ୍ଟ ଭାରତ ଗସ୍ତରେ ନିଜ ଦଳ ସହିତ ରହିବେ ନାହିଁ। ସୂଚନାଯୋଗ୍ୟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୨୫ରୁ ୨୯ ଯାଏଁ!-->…