Odia News Portal
Yearly Archives

2021

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

କନ୍ଧମାଳ: ଚାରିଦିନିଆ କନ୍ଧମାଳ ଗସ୍ତରେ ଥିବାବେଳେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଜ୍ୱର ଓ ଉଚ୍ଚ ରକ୍ତଚାପ ରେ ପୀଡିତ ହୋଇଥିବାରୁ ଗସ୍ତ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାର

ଦେଶରେ ୧୨ ହଜାର ୮୩୦ ନୂଆ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଶନିବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୧୨ ହଜାର ୮୩୦ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୩ ହଜାର ୩୦୦କୁ ବୃଦ୍ଧି ପାଇଛି। ଏଥି ସହିତ ଦିନକ ମଧ୍ୟରେ ୧୪ ହଜାର ୬୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଆ‌ଉ ଏକ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଭରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ତ୍ବ ରହିବ। ନ୍ୟୁଜିଲାଣ୍ଡ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସଦୃଶ ହେବ। ହାରିଲେ

ପ୍ରତିବାଦ ନାଁରେ ମୁଣ୍ଡ ଫଟେଇଲେ, ୩୨ ବିଜେପି ନେତାଙ୍କ ବିରୋଧରେ ଏତଲା

ବ୍ରହ୍ମପୁର: ପ୍ରତିବାଦ ଛଳରେ ଗୁଣ୍ଡାଗାଜ । ବଢ଼ିଛି ବିଜେପି କର୍ମୀଙ୍କ ଗୁଣ୍ଡରାଜ । ମମିତା ମେହେର ହତ୍ୟା ଘଟଣାରେ ପ୍ରତିବାଦ କରିବା ଲାଗି ଆସିଥିବା ବିଜେପି କର୍ମୀଙ୍କ ଗୁଣ୍ଡାରାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗଞ୍ଜାମ ଜିଲ୍ଲା ବିଜେପି ଗତ ୨୮ ତାରିଖରେ ବ୍ରହ୍ମପୁର ଏସପି ଅଫିସ୍ ଘେରାଉ

ଜାଣନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୭ ଜଣ ଶିଶୁ ଓ କିଶୋର କରୋନା

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡମାଡ଼

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡୁଳୀରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସୁଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ସାଇକେଲ ରାଲି

ଭୁବନେଶ୍ୱର: ଅହେତୁକ ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଯାହାର ପ୍ରତିବାଦ କରିବା ଲାଗି ନିଆରା ଢ଼ଙ୍ଗରେ ଉପସ୍ଥାପନା କରିଛି ବିଜେଡି । ପାର୍ଟି ଅଫିସରୁ ଏକ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି କର୍ମୀ । ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ କେନ୍ଦ୍ର

ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେଡି

ଭୁବନେଶ୍ୱର: ଅସହ୍ୟ ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଲୋକେ ଆଉ ପନିପରିବା କିଣୁନାହାନ୍ତି । ଖାଇବା ତେଲ ସହ ପେଟ୍ରୋଲ ଡିଜେଲ ବି ମହଙ୍ଗା । ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ଆଜିଠାରୁ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦରଦାମ ବୃଦ୍ଧି

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପ୍ରବାଦ ପୁରୁଷ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ଜୟନ୍ତୀ । ଏହି ଅବସରରେ ଲୌହମାନବଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରବର୍ତ୍ତୀ ଦେଶର

ଜାଣନ୍ତୁ ବାବାଙ୍କୁ ପ୍ରାର୍ଥନା କରିବେ କିପରି?

ଭୁବନେଶ୍ୱର: ଶୁଦ୍ଧ ପ୍ରେମ ହିଁ ଆନ୍ତରିକ ପ୍ରାର୍ଥନା । ତମେ ବିଧିବଦ୍ଧ ଭାବେ ପ୍ରାର୍ଥନା କରବ । ନ କର ସେଥିରେ କିଛି ଯାଏ ଆସେ ନାହିଁ । ତମେ ବାବାଙ୍କୁ ପ୍ରେମ କରୁଚ ତାହା ହିଁ ତାଙ୍କର ଶ୍ରେଷ୍ଠ ନିରାଜନା । ମନର ଅବସ୍ଥା ଭଲ ନଥିବାବେଳେ ବାହ୍ୟିକ ପ୍ରାର୍ଥନା କରିପାରୁନାହିଁ ବୋଲି ଶୋଚନା