Odia News Portal
Yearly Archives

2022

ଭଟ୍ଟାରିକା ପୀଠରେ ୧୪୪

ବଡମ୍ବା ଭଟ୍ଟାରିକା ପୀଠରେ ୧୪୪ ଜାରି । ବନ୍ୟା ଜଳ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବାରୁ ୧୪୪ । ବାହ୍ୟ ଜଗତରୁ ବିଛିନ୍ନ ବଡମ୍ବା ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ। ମନ୍ଦିର ସହ ଭଜନ ମଣ୍ଡପରେ ପ୍ରବାହିତ ହେଉଛି ୧୦ ଫୁଟର ପାଣି। ମା ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଛି ମହାନଦୀର ବନ୍ୟାଜଳ

ବନ୍ୟା ସ୍ଥିତି: ଜଗତସିଂହପୁର ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବ

ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଦେଇଛି। ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ

ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌। ବର୍ତ୍ତମାନ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ଗେଟ ବନ୍ଦ କରାଯିବ।

୧୭ରୁ ପୁଣି ବଡ ବର୍ଷା

ଉତ୍ତର ଛତିଶଗଡ ଓ ଆଖପାଖ ରେ ଅବପାତ ସକ୍ରିୟ ରହିଛି । ଅବପାତ ପ୍ରଭାବରେ ପଶ୍ଚିମ ଓଡିଶାରେ ଆଜି ବି ବର୍ଷା ହେବ । ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞନୀ ଉମାଶଙ୍କର ଦାସ । ଝାରସୁଗୁଡା, ସମ୍ବଲପୁର , ସୁନ୍ଦରଗଡ , ବରଗଡ, ବଲାଙ୍ଗୀର ରେ ବର୍ଷିବ । ଆଜି ଓ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା କମ

ଆଜି ଲୋକାର୍ପିତ ହେବ ଜଳସ‍ଂପଦ ବିଭାଗର ନୂଆ ପୋର୍ଟାଲ

ଆଜି ଲୋକାର୍ପିତ ହେବ ଜଳସଂପଦ ବିଭାଗର ତଥ୍ୟ ସମ୍ବଳିତ ନୂଆ ପୋର୍ଟାଲ । ଗୋଟିଏ କ୍ଲିକରେ ମିଳିବ ଜଳ ସଂପଦ ବିଭାଗର ସମସ୍ତ ତଥ୍ୟ । ପୋର୍ଟାଲରେ ମିଳିବ ବନ୍ୟା, ବନ୍ୟା ପରେ ଚାଷ ଓ ଶସ୍ୟ ଓ ଜଳକର ବାବଦରେ ସମସ୍ତ ସୂଚନା । ODISHA 4K GEO. IN ଲଗଇନ୍ କରି ସମସ୍ତ ସୂଚନା ପାଇପାରିବେ ଜନସାଧାରଣ ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ : ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ

କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା

କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଖୁବଶୀଘ୍ର କିଶୋରୀଙ୍କୁ କ୍ୟାନସର ସୁରକ୍ଷା କବଚ ବା ଟିକା ଦଆଯିବ । ୯ରୁ ୧୩ ବର୍ଷୀୟ ଝିଅଙ୍କୁ ଏହି ପ୍ରତିଷେଧକ ଟିକା ଦିଆଯିବ । ରାଜ୍ୟରେ ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ

ବନ୍ୟା ପରିଚାଳନାରେ ସହଯୋଗ କରୁନି ଛତିଶଗଡ଼ : ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏଣେ ଓଡ଼ିଶା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେ ଆଲୋଚନାକୁ ଆସୁନାହାନ୍ତି ଛତିଶଗଡ଼ ସରକାର । କରୋନା

ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ: ୪୧ ଜଣକ ମୃତ୍ୟୁ

ଇଜିପ୍ଟର ଏକ ଚର୍ଚ୍ଚରେ ନିଆଁ ଲାଗିବା କାରଣରୁ ସେଠାରେ ଥିବା ୪୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ମିସ୍ରର ରାଜଧାନୀ କାହିରାର ଗୀଜାରେ ଘଟିଛି । ଚର୍ଚ୍ଚରେ ନିଆାଁ ଲାଗିବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଥିଲେ, ଯାହାପରେ ଲୋକମାନେ ଏଣେତେଣେ ଧାଇଁବାକୁ ଲାଗିଥିଲେ । ଫଳରେ ୪୧

୭୬ତମ ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱାଧୀନତାର ୭୫ ବର୍ଷ ପୂରଣ ହେଉଛି । ଦେଶରେ ସମାନତାର ସମସ୍ତଙ୍କର ଅଧିକାର ଅଛି। ଭାରତରେ ଗଣତନ୍ତ୍ରର ମୂଳ ରହିଛି। ଆମେ ଦାରିଦ୍ର ଏବଂ ନିରକ୍ଷରତା