ପାରାଦ୍ୱୀପ ସ୍ଥିତ ବଙ୍ଗୋପସାଗରରୁ ବିରଳ ପ୍ରଜାତିର ମାଛ ଚିହ୍ନଟ
ପାରାଦ୍ୱୀପ ସ୍ଥିତ ବଙ୍ଗୋପସାଗରରୁ ଏକ ନୂଆ ପ୍ରଜାତିର କୋଚିଆ ମାଛ – ରିଙ୍କୋକଂଗର ରାଣ୍ଡାଲି ଚିହ୍ନଟ କରାଯାଇଛି । ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଏହି ନୂଆ ପ୍ରଜାତିର ମାଛ ଚିହ୍ନଟ କରାଯାଇଛି ବୋଲି ବୈଜ୍ଞାନିକ ଡକ୍ଟର ଅନିଲ ମହାପାତ୍ର ସୂଚନା ଦେଇଛନ୍ତି। ଗତ ୨୦୨୧ ମସିହାରେ!-->…
