କୋଲକାତା ବିମାନବନ୍ଦରରୁ ୧.୫୩ କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ କଲା ଇଡି
କୋଲକାତା ବିମାନବନ୍ଦରରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରାୟ ଦୁଇ ଲକ୍ଷ ଡଲାର ଏବଂ ୟୁରୋ ଜବତ କରିଛି। ଜବତ ହୋଇଥିବା ବିଦେଶୀ ମୁଦ୍ରାର ମୂଲ୍ୟ ୧.୫୩ କୋଟି ଟଙ୍କା। ଇଡି ଏକ ବିବୃତ୍ତିରେ କହିଛି ଯେ ବିମାନ ବନ୍ଦରରୁ ୧୬୫,୦୦୦ ଆମେରିକୀୟ ଡଲାର ଏବଂ, ୪,୩୦,୪୬୦ ୟୁରୋ ଜବତ କରିଛି।!-->…
