Odia News Portal
Yearly Archives

2022

ନୂଆପଡାରେ ଦିନ ଦ୍ୱିପହରରେ ଫାୟାରିଂ କଲେ ଦୁର୍ବୃତ୍ତ

ଦିନ ଦ୍ୱିପହରରେ ଫୁଟିଲା ଗୁଳି | ଆହତ ହେଲେ ବାପାପୁଅ | ଦୁର୍ବୁତାମାନେ ବାପା ଓ ପଂକ ଉପରକୁ ଆଖି ବୁଜା ଫାୟାରିଂ କରିଛନ୍ତି | ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକରେ ଘଟିଛି ଏହି ଘଟଣା | ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି।

ଦୁଇଟି ପର୍ଯ୍ୟାୟରେ ହେବ ରାଜ୍ୟସଭା ଭୋଟ

ଦୁଇଟି ପର୍ଯ୍ୟାୟରେ ହେବ ରାଜ୍ୟସଭା ଭୋଟ । ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି । ଫଳରେ ଏହି ୩ଟି ଆସନ ଲାଗି ସାଧାରଣ

ଆନ୍ତଃ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଆନ୍ତଃ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟଙ୍କ ନା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି କମିଟିରେ ସାମିଲ କରାଯାଇଛି । କମିଟିରେ ଏହାର ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ 13 ଜଣ ସଦସ୍ୟ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି

ମଙ୍କିପକ୍ସକୁ ନେଇ ଚିନ୍ତା

ଦେଶବ୍ୟାପୀ ବଢିବାରେ ଲାଗିଛି ମଙ୍କିପକ୍ସ ଆତଙ୍କ । ୟୁରୋପରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ଚିହ୍ନଟ ହେଲେଣି । ଏବେ ସୁଦ୍ଧା ୟୁରୋପରେ ୧୦୦ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ସାଧାରଣତଃ ମୂଷା ଓ ଚୁଚୁନ୍ଦ୍ରାଙ୍କ ଦେହରୁ ମଣିଷଙ୍କ ଦେହରେ ପ୍ରବେଶ କରିଥାଏ । ତେବେ ଏହା ବସନ୍ତ

ବାରବାଟୀ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍

ଜୁନ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ୍ ପାଇଁ ଜୁନ୍ ପହିଲାରୁ ଅନଲାଇନରେ ଟିକେଟ ବିକ୍ରୀ ଆରମ୍ଭ ହେବ । ପ୍ରଥମ ୫୦୦୦ ଟିକେଟ୍

ଜେଲରେ ଉପବାସରେ କଟିଲା ନବଜୋତ୍‌ ସିଂହ ସିଦ୍ଧୁଙ୍କ ପ୍ରଥମ ରାତି

ପଟିଆଲା ସେଣ୍ଟ୍ରାଲ୍‌ ଜେଲ୍‌ରେ ନବଜୋତ୍‌ ସିଂହ ସିଦ୍ଧୁ | ତେବେ ସେ ଜେଲ ରେ କାଟିଛନ୍ତି ନିଜ ପ୍ରଥମ ରାତି | ପ୍ରଥମ ରାତିରେ ସେ ଭୋଜନ କରିନଥିବା ବେଳେ, କିଛି ଔଷଧ ଖାଇ ସୋଇପଡିଥିବା ଜଣେ ଜେଲ୍‌ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ସିଦ୍ଧୁଙ୍କ ମିଜାଜ୍‌ ଭଲ ଥିଲା ଓ ଜେଲ୍‌

ସିଙ୍ଗାରୀ ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସିଙ୍ଗାରିଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ସହାୟତା | ମାନ୍ୟବର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି | ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଏକ ପତ୍ର ମାଧ୍ୟମରେ ଘୋଷଣା କରାଯାଇଛି ।

ବିବାଦ ପରେ ମୁହଁ ଖୋଲିଲେ ହ୍ୟୁମାନ ସାଗର: କହିଲେ ମୁଁ ନିଶ୍ଚିନ୍ତ ତାଙ୍କ ଗୀତ ଗାଇବି

ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଆସିଛି ହତ୍ୟା ଧମକ ଅଭିଯୋଗ | ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁଠି ଚର୍ଚା | ତାହା ପୁଣି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଗୀତ ପାଇଁ । ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ

ଶୀନା ବୋରା ହତ୍ୟାକାଣ୍ଡ; ଛଅ ବର୍ଷ ପରେ ଜେଲରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ଦୀର୍ଘ ଛଅ ବର୍ଷ ପରେ ଜେଲରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ । ତେବେ ନିଜ ଝିଅ ଶୀନା ବୋରାକୁ ହତ୍ୟା କରି ସେ ଛଅ ବର୍ଷ ଜେଲରେ ଥିଲେ । ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଶୁକ୍ରବାର ଭାୟଖଲା ଜେଲରୁ ସେ ବାହାରିଛନ୍ତି। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଇନ୍ଦ୍ରାଣୀଙ୍କୁ ଜାମିନ

ଓଡିଶାରେ ବିଜେଡିର ଲୋକ ପ୍ରିୟତାକୁ ବିଜେପି ନେତାଙ୍କ ସ୍ୱୀକାର

ଓଡିଶାରେ ବିଜେଡିର ଲୋକ ପ୍ରିୟତାକୁ ବିଜେପି ନେତାଙ୍କ ସ୍ୱୀକାର । ଖୋଦ ବିଜେପି ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବିଜେଡି ସଶକ୍ତ ହୋଇ ରହିଛି । ଏହାକୁ ସ୍ୱୀକାର କରିବୁ ବୋଲି କହିଛନ୍ତି ବିରୋଧୀଦଳ