Odia News Portal
Yearly Archives

2022

କୈଳାଶ ପର୍ବତକୁ ନେଇ ରହିଛି ଅନେକ ରହସ୍ୟମୟ କ‌ଥା

ହିନ୍ଦୁ ଧର୍ମରେ କୈଳାଶ ମାନସରୋବର ପର୍ବତକୁ ନେଇ ରହିଛି ମାହାତ୍ମ୍ୟ। ଏହି ସ୍ଥାନକୁ ଭଗବାନ ଶିବଙ୍କର ନିବାସସ୍ଥଳ ବୋଲି ଗ୍ରହଣ କରାଯାଏ। ଏହା ବ୍ୟତୀତ କୈଳାଶ ପର୍ବତକୁ ଏକ ଅଦ୍ଭୁତ ପର୍ବତ ବୋଲି କୁହାଯାଏ। ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି ଯେ, ଏହି ସ୍ଥାନକୁ ଯାଇ ଦର୍ଶନ କରି

କାଲିଠୁ ବାତ୍ୟା ‘ଅସାନି’ର ପ୍ରଭାବ

କାଲିଠାରୁ ଭୀଷଣ ବାତ୍ୟା ଅସାନିର ପ୍ରଭାବ ରହିବ । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୧୧ରେ ଗଞ୍ଜାମ, ପୁରୀ , ଖୋର୍ଦ୍ଧା , କଟକ ଓ ଜଗତସିଂହପୁରରେ ବର୍ଷିବ । ୧୨ରେ ପୁରୀ,

ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତି ବିଜେଡ଼ି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଅଳକା ମହାନ୍ତିଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅଳକା ମହାନ୍ତି ହେଉଛନ୍ତି ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ।

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ବର୍ତ୍ତିଗଲେ ଛାତ୍ରଛାତ୍ରୀ

ବିନିକା କଲେଜ ଛକରେ ସ୍କୁଲ ଗାଡ଼ିରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରି ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର କରିଥିଲେ। ଆଜି ସକାଳେ ଉଲୁଣ୍ଡା ପଟରୁ ମହାନଦୀ ପୋଲ ପାର ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିନିକାର ଏକ ଘରୋଇ ସ୍କୁଲକୁ ଯାଉଥିବା ମାରୁତି ଭ୍ୟାନ୍

ପରଲୋକରେ ରଜତ କର, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଆଜି ହେବ ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ କରାଯିବ । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ତାଙ୍କର ଅନ୍ତିମ ସଂସ୍କାର। ନୟାପଲ୍ଲୀ ବାସଭବନରେ ସକାଳ ୮ଟା ୩୦ରୁ ୧୦ଟା ମଧ୍ୟରେ ହେବ ଶେଷ ଦର୍ଶନ। ଏହାପରେ

ନିଖୋଜ ଛାତ୍ରର ମୃତ ଦେହ ଉଦ୍ଧାର

ଗତକାଲି ସକାଳେ ବ୍ରାହ୍ମଣୀ ନଦୀରେ ଗାଧେଇବା ସମୟରେ ନିଖୋଜ ଥିଲେ | ଦମକଳ ବାହିନୀର ବହୁ ଖୋଜା ଖୋଜି ପରେ ସଂଧ୍ୟା ସମୟରେ କାଲୁରିଆ ଘାଟ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି | ମୃତକ ନୂଆପଡା ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ସୁଧା ବିନ୍ଦୁ ବେହେରା ବୋଲି ଜଣା ପଡିଛି |

୮୮ ବର୍ଷରେ ଆଖି ବୁଜିଲେ ପଦ୍ମଶ୍ରୀ ରଜତ କର

ପରଲୋକରେ ପଦ୍ମଶ୍ରୀ ରଜତ କୁମାର କର । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ତଥା ବାଗ୍ମୀ ରଜତ କର । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାବେଳେ ତାଙ୍କର ହୃଦଘାତରେ ଏକ ଘରୋଇ ମେଡିକାଲରେ ପରଲୋକ ଘଟିଛି । ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ଦେବା

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି । ଭଞ୍ଜ

ପୁରୀ ଠାରୁ ୯୦ କି.ମି ଦୂରରେ ଅତିକ୍ରମ କରିବ ବାତ୍ୟା , ଛୁଇଁବନି ସ୍ଥଳଭାଗ

ବାତ୍ୟା ଅସାନୀ ଏବେ ପୁରୀ ଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୯୨୦ କି.ମି ଦୂରରେ ରହିଛି। ୧୦ ତାରିଖ ସନ୍ଧ୍ୟାରେ ବାତ୍ୟା ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। ତେବେ ପୁରୀଠାରୁ ଏହା ପ୍ରାୟ ୯୦ କି.ମି ଦୂରରେ ଅତିକ୍ରମ କରିବ। କିନ୍ତୁ ସ୍ଥଳଭାଗ ଛୁଇଁବ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀଭାବେ ଘୋଷଣା କଲା ବିଜେପି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ଭାବେ ମଇଦାନକୁ