Odia News Portal
Yearly Archives

2022

ପତଳା ହେବାକୁ ଚାହୁଁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ମଣିଷ ସତେଜ ରହିଥାଏ । ଏଥିସହ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ । ପାଣିପାଗ ପରିବର୍ତ୍ତନରେ ଆମେ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ । ଏଥିପାଇଁ ପାଣିପାଗ ସହ ଖାପଖୁଆଇ ନିଜ ଶରୀରର ସଠିକ୍ ଧ୍ୟାନ ନିଅନ୍ତୁ । ଶୀତଦିନେ ବାହ୍ୟ ଶରୀର ସଙ୍ଗେ

ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ମାମଲା: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ପାଇଁ ଖୁସି ଖବର | ଅନେକ ସମୟରେ ନିଜ ବ୍ୟବହାରକୁ ନେଇ ଚର୍ଚାରେ ରହି ଆସୁଥିବା ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କୁ ମିଳିଛି ବଡ ଆଶ୍ୱସ୍ତି | ସାମ୍ବାଦିକଙ୍କ ସହ ଦୁର୍ବ୍ୟହାର କରିବା ମାମଲାରେ ତାଙ୍କୁ ଅସ୍ବସ୍ତି ମିଳିଛି | ପୁଣି ଥରେ ବମ୍ବେ ହାଇକୋର୍ଟ

ବର ସାଜିଲେ ୭୦ ବର୍ଷୀୟ ବୃଦ୍ଧ

ବାହାଘରକୁ ନେଇ ସମସ୍ତଙ୍କର କିଛି ନ କିଛି ଇଛା ଥାଏ | ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ବପ୍ନ ଦେଖିଥାନ୍ତି | ତେବେ କିଛି ସ୍ବପ୍ନ ଅଧୁରା ମଧ୍ୟ ରହିଯାଏ | ତେବେ ବାପାର ଏହି ଅଧୁରା ସ୍ବପ୍ନ କୁ ପୂରଣ କରିଛନ୍ତି ପୁଅ ଓ ଝିଅ | ବାପାକୁ ବର ଭେସରେ ସଜାଇ ମାକୁ ଆଣିଛନ୍ତି |

ମଦ ନିଶାରେ ଝିଅକୁ ଦୁଷ୍କର୍ମ କଲା ସଇତାନ ବାପା

ମଦ ନିଶାରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା । ଆଉ ଲୋକ ଲଜ୍ଜାରେ ଜୀବନ ହାରି ଦେଲା ଝିଅ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାର ମରକା ଥାନା ଅଞ୍ଚଳରୁ । ଏଠାରେ ଏକ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି ।

ପୁରୀର ଅବିକଳ ଜଗନ୍ନାଥ ମନ୍ଦିର ଦିଘାରେ ତିଆରି ହେବ

ପୁରୀର ଅବିକଳ ଜଗନ୍ନାଥ ମନ୍ଦିର ଦିଘାରେ ତିଆରି ହେବାକୁ ଯାଉଛି । ଚାରିବର୍ଷ ତଳେ ମନ୍ଦିର ନିର୍ମାଣର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅକ୍ଷୟ ତୃତୀୟା ଦିନ ସେହି ମନ୍ଦିରର ସ୍କେଚ ପ୍ରକାଶିତ ହୋଇଛି । ବର୍ଷକ ମଧ୍ୟରେ ମନ୍ଦିର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଦୀଘାର ୨୨

ବାତ୍ୟା ଲ୍ୟାଣ୍ଡଫଲ କରିବନି -ଆଇଏମଡି ଡିଜି

୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳ ଭାଗ ଛୁଇଁବନି । ଓଡିଶା ହେଉ କି ଆନ୍ଧ୍ର , ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ କରିବନି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ବାତ୍ୟା ଲ୍ୟାଣ୍ଡଫଲ ନ କରି ବାତ୍ୟା ସମୁଦ୍ର

ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା:୯ରେ ଚୂଡ଼ାନ୍ତ ରାୟ

ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା । ଶନିବାର ଥିଲା ଡିମ୍ପଲ- ସୁମିତଙ୍କ ଶେଷ ମଧ୍ୟସ୍ଥତାର ତାରିଖ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ

ବିଶ୍ୱର ବିଚିତ୍ର ମନ୍ଦିର,ପାଖକୁ ଗଲେ ହୋଇଯାଏ ମୃତ୍ୟୁ

ଆପଣ ବିଶ୍ୱର ବିଚିତ୍ର ସ୍ଥାନ ବିଷୟରେ ଶୁଣିଥିଲେ। ଯେଉଁଠାରେ ରହସ୍ୟମୟ କାର୍ଯ୍ୟ ହୋଇଥାଏ। ଏଭଳି ଏକ ସ୍ଥାନ ତୁର୍କିରେ ରହିଛି । ସେଠାରେ ଥିବା ଏକ ମନ୍ଦିରକୁ ଥରେ ଗଲେ କେହି ବଞ୍ଚିକି ଆସିପାରେ ନାହିଁ ବୋଲି କୁହାଯାଏ। ଆସନ୍ତୁ ଜଣିବା ଏହି ମନ୍ଦରର ରହସ୍ୟ କଣ ରହିଛି। ଏହି ମନ୍ଦିର

ବାଣିଜ୍ୟ ଡିଗ୍ରୀଧାରୀଙ୍କ ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସରକାରୀ ଶିକ୍ଷକ ପଦରେ ମିଳିବ ନିଯୁକ୍ତି

ବାଣିଜ୍ୟରେ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍‌ ଓ ପୋଷ୍ଟ୍‌ ଗ୍ରାଜୁଏଟ୍‌)ଙ୍କ ପାଇଁ ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ମିଳିବା ନେଇ ସୂଚନା ଦେଇଛନ୍ତି । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ

ସିଲିଣ୍ଡର ହଜାରେ ପାର

ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି । ଭୁବନେଶ୍ୱରରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଦେବାକୁ ପଡିବ ୧୦୨୬ ଟଙ୍କା । ବାରମ୍ବାର ଦର ବଢୁଥିବାରୁ କେମିତି ଚାଲିବ ପରିବାର ତାକୁ ନେଇ ଚିନ୍ତାରେ ଖାଉଟି । ଏହାସହ ଦର ବୃଦ୍ଧିକୁ ନେଇ