Odia News Portal
Yearly Archives

2022

ଭାରତ ଆସିବ ଅଷ୍ଟ୍ରେଲିଆ ଟିମ୍

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଚଳିତ ବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିପାରେ । ୱେବସାଇଟ୍ Foxsports.com.au ର ଏକ ରିପୋର୍ଟ ଅନୁଯାୟୀ ଏହି ସିରିଜ୍ ମାଧ୍ୟମରେ ଭାରତୀୟ ଦଳ ଆଇସିସି ଟି-୨୦ ବିଶ୍ୱକପ 2022 ପାଇଁ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ

ଭିଜିଲାନ୍ସ ହାତରେ ଫରେଷ୍ଟର ହରିହର ସ୍ବାଇଁ

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ବାବୁ | ଲାଞ୍ଚ ନେବା ସମୟରେ ମାଡି ବସିଲା ଭିଜିଲାନ୍ସ | ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା

ବାତ୍ୟା ‘ଅସାନି’ : ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା

ଓଡ଼ିଶା ଉପକୂଳମୁହାଁ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଥିବା ‘ଅସାନି’ | ଯାହାର ପ୍ରଭାବ ଏବଂ ଧୀରେ ଧୀରେ ପଡିବ ଆରମ୍ଭ କଲାଣି | ‘ଅସାନି’ ପ୍ରଭାବରେ କିଛି କିଛି ସ୍ଥାନରେ ଆରମ୍ଭ ହୋଇଗଲାଣି ବର୍ଷା | ’ଅସାନି’ ପ୍ରଭାବରେ ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ

ମେ’ ୧୭ରେ ୬୩୮ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଚୟନ ବୋର୍ଡ (ଏସ୍‌ଏସ୍‌ବି) ଦ୍ୱାରା ନୂଆ ଭାବେ ନିଯୁକ୍ତି କରାଯାଇଥିବା ୬୩୮ କଲେଜ ଅଧ୍ୟାପକଙ୍କୁ ଆସନ୍ତା ୧୭ରେ ମିଳିବ ନିଯୁକ୍ତିପତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଲୋକସେବା ଭବନରେ ଏହି ସମସ୍ତ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ।

ନିର୍ବନ୍ଧ କରିଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା

ନିର୍ବନ୍ଧ କରିନେଇଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଛାଡ଼ିଲେ ଫଟୋ । ହେଲେ ଲୁଚାଇଲେ ଭାବୀ ସ୍ବାମୀଙ୍କ ପରିଚୟ । ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ସେ ହାତରେ ଏକ ଡାଇମଣ୍ଡ ମୁଦି ପିନ୍ଧିଛନ୍ତି । ଏବଂ

ଅଶାନ୍ତ ବାତ୍ୟା ଅସାନି, ପୁରୀଠାରୁ ୬୧୦ କିଲୋମିଟର ଦୂରରେ

ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼ । ତେବେ ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ । ଏବେ ପୁରୀଠାରୁ ୬୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ଅନୁମତି ଦେଇନି ଏଏସଆଇ

ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବଡ ଧକ୍କା । ପ୍ରକଳ୍ପ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସଆଇ । ଏଏସଆଇର ଏହି ସତ୍ୟପାଠ ପରେ ପ୍ରକଳ୍ପର ବିଶ୍ବସନୀୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରକଳ୍ପ ନାଁରେ

ପିନାକ ମିଶ୍ର ନେଲେ କଟକ ଡିସିପି ଦାୟିତ୍ବ

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର । କଟକ ଭଳି ପୁରୁଣା ଓ ସଂସ୍କୃତିସଂପର୍ଣ୍ଣ ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧୀ ମୁକାବିଲା ଉପରେ ଗୁରୁତ୍ବ ଦେବେ ବୋଲି ଦାୟିତ୍ବ ନେବା ପରେ କହିଛନ୍ତି ପିନାକ । ସେହିପରି କଟକର ପରମ୍ପରା ଓ ସଂସ୍କୃତିକୁ ନେଇ

କିଶୋର ପଟେଲ ହେଲେ କଂଗ୍ରେସର ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରାଯାଇଛି। କିଶୋର ଚନ୍ଦ୍ର ପଟେଲଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପ୍ରେସ ବିଜ୍ଞପ୍ତିରେ ସାଧାରଣ ସମ୍ପାଦକ ମୁକୁଳ ଓ୍ବାସନିକ ସୂଚନା ଦେଇଛନ୍ତି। କିଶୋର

୭୦ ବର୍ଷ ବୟସରେ ବାପା ହେବେ ରୁଷ୍‌ ରାଷ୍ଟ୍ରପତି

ଗତ ୭୫ ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହାରି ଭିତରେ ମସ୍କୋରେ ଆଜି ବିଜୟ ଦିବସ ପରେଡ୍‌ ଆୟୋଜିତ ହେଉଥିବା ବେଳେ ସେପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ ଜଲ୍‌ଦି ବାପା ହେବାକୁ ଯାଉଥିବା ନେଇ ଗୁଜବ ଉଠିଛି। କୁହାଯାଉଛି ଯେ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ତଥା