Odia News Portal
Yearly Archives

2022

ଏହି ଗାଁ ରେ ୫୦ ବର୍ଷରେ ଥରେ ଆସେ ଭୂତ

ଲଣ୍ଡନରୁ କିଛି ଦୂରରେ ଅବସ୍ଥିତ ହ୍ୟାମରସ୍ମିଥ୍‌ । ନାମକ ଏକ ଛୋଟ ଗାଁ । ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଏହି ଗାଁକୁ ବିଦ୍ୟୁତ୍‌ ଆସିନଥିଲା । ରାତି ହେବା ପରେ ଭୌତିକ ପରିବେଶର ସମ୍ମୁଖୀନ ହେଉଥିଲେ ହ୍ୟାମରସ୍ମିଥର ବାସିନ୍ଦାମାନେ । ୧୮୦୩ ମସିହା କଥା । ଗାଁରେ ହଠାତ୍‌ ଆରମ୍ଭ

୮ ରେ ବାତ୍ୟା,୧୦ରେ ଓଡ଼ିଶା-ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍

ବାତ୍ୟାରେ ପରିଣତ ହୋଇପାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ରୂପାନ୍ତରିତ ହେବ।

ଚିଲିକା ଡଙ୍ଗା ବୁଡି ଘଟଣା : ଚିଲିକା ଖାରିବନ୍ଧ ନିକଟରୁ ମିଳିଲା ନିଖୋଜଙ୍କ ମୃତଦେହ

ଚିଲିକା ଡଙ୍ଗା ବୁଡି ଘଟଣା। ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଦୀର୍ଘ ସମୟର ଅପେରେସନ୍ ପରେ ଚିଲିକା ଖାରିବନ୍ଧ ନିକଟରୁ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରକାଶ ଥାଉକି, ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ କାଳବୈଶାଖୀ ପ୍ରଭାବରେ ଚିଲିକାର ଗଭୀର ଜଳରାଶିରେ ଏକ ଯାତ୍ରୀବାହୀ ଡଙ୍ଗା

୪୮ ଘଣ୍ଟା ମଧ୍ୟରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିବ । ଆଇଏମଡି ବାତ୍ୟା ଗତିପଥ ଉପରେ ନଜର ରଖିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ

ପ୍ରଚଣ୍ଡ ତାତିରେ ତୃଷାର୍ତ୍ତଙ୍କୁ ସେବା ଯୋଗାଉଛି ବିଜେଡି

ଗତ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟରେ ରେକର୍ଡ ଭାଙ୍ଗି ଗତ ଏପ୍ରିଲ୍ ମାସ ନିଜକୁ ସବୁଠୁ ତାତିଲା ଏପ୍ରିଲ ପ୍ରମାଣିତ କରିଥିଲା। ଆଉ ଏବେ ତ ପ୍ରଚଣ୍ଡ ରୌଦ୍ରତାପର ମାସ ମେ। ଜଳୁଛି ପୃଥିବୀ, ଚାରିଆଡ଼େ ଉଷ୍ମ ପରିବେଶରେ ସୂର୍ଯ୍ୟଙ୍କ ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ରାଜ୍ୟର

ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ, ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗାଁର। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରିରହିଛି ସର୍ଚ୍ଚ ଅପରେସନ। ତେବେ ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ

ନାସା ଜାରି କଲା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଛବି

ଏ ବିଶ୍ୱ ବ୍ରହ୍ମାଣ୍ଡ ଯାହାକୁ ଚିନ୍ତା କରିବା ବା କଳ୍ପନା କରିବା ମାତ୍ରେ ହିଁ ମୁଣ୍ଡ ବୁଲାଇ ଯାଏ | ତେବେ ସାଧାରଣ ମଣିଷ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ କଳ୍ପନା କରିବା କଷ୍ଟ କର ହୋଇପଡେ | ତେବେ ଏଯାଏଁ ପୁରା ବ୍ରହ୍ମାଣ୍ଡକୁ କେହିବି କଳ୍ପନା କରି ପାରିନାହାଁନ୍ତି । ହେଲେ ଏବେ ନାସା

ଜମ୍ମୁ କାଶ୍ମୀରର ବିଧାନସଭା ଆସନ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନଙ୍କ ପ୍ରସ୍ତାବ

କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ବିଧାନସଭା ଆସନ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନ ପ୍ରସ୍ତାବ ଦେଇଛନ୍ତି। ଜାମ୍ମୁ କାଶ୍ମୀର ପାଇଁ ମୋଟ ୭ ଟି ସିଟ୍ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଜାମ୍ମୁ କାଶ୍ମୀରରେ

ଜୀ ସାର୍ଥକର ନୂଆ ଓଡିଆ ସିନେମା “ଡିଟେକ୍ଟିଭ୍ କରନ୍- ଅର୍ଜୁନ “

ଭୁବନେଶ୍ୱର : ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଥିବା ନୂଆ ସିନେମା " ଡିଟେକ୍ଟିଭ୍ କରନ୍ - ଅର୍ଜୁନ" ମେ ୧୫ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟମ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ ଦେଖିବାକୁ ମିଳିବେ ଓଡିଆ ସିନେ

ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମା । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ