Odia News Portal
Yearly Archives

2022

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଡେଇଁ ମହିଳାଙ୍କ ମୃତ୍ୟୁ

ଶ୍ରୀମନ୍ଦିର ସିଂହଦ୍ବାରରେ ଘଟିଛି ବଡ଼ ଧରଣର ଅଘଟଣ । ସିଂହଦ୍ବାର ଗୁମୁଟରୁ ଡେଇଁ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି । ପଡ଼ିବା ପରେ ସେ ଗୁରୁତର ହୋଇପଡ଼ିଥିଲେ । ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ । ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ । ବିଜେପି ବିଧାୟକଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ କଲା ଦେବଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍ । ଦେବଗଡ଼ ଜିଲ୍ଲା ତିଳେଇବଣିରେ

ରାଜଧାନୀରେ ଚାଞ୍ଚଲ୍ୟ, ନିର୍ମାଣାଧୀନ କୋଠାରୁ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର

ରାଜଧାନୀରେ ଚାଞ୍ଚଲ୍ୟ। ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା ସନ୍ଦେହ। ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ କ୍ୟାପିଟାଲ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି

ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲକା ବର୍ଷା, ଆଜିଠୁ ନାହିଁ ହିଟୱେଭ ୱାର୍ଣ୍ଣିଂ

ରାଜ୍ୟରେ ବଦଳିଲା ପାଗର ମିଜାଜ। ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ସକ୍ରିୟ ହେଲା କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର ତାପମାତ୍ରା । ଆଜିଠୁ

ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଆରମ୍ଭ ହେଲା ଶ୍ରମିକଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବା

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଉଛି । ରାଜ୍ୟର ପ୍ରଗତି ଏବଂ ବିକାଶର ମୂଳଦୁଆ ଥିବା ଶ୍ରମିକଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଦିଆଯାଇଛି । ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ଶୁଭାରମ୍ଭ ହୋଇଛି

୧୧ ଜିଲାରେ କାଳବୈଶାଖୀ ସମ୍ଭାବନା, ବଜ୍ରପାତ ସହ ବର୍ଷା ହୋଇପାରେ

ବର୍ଷୁଛି ନିଆଁ ବର୍ଷା। ତାତିର ଦାଉରେ ସିଝୁଛନ୍ତି ରାଜ୍ୟବାସୀ। ମିଳୁନି ତାତିରୁ ନିସ୍ତାର। ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ। ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଥମୁନି। ତେବେ ତାତି ବଢୁଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ସୋମବାର ଠାରୁ ଖୋଲିବ ସ୍କୁଲ୍, ସକାଳ ୬ରୁ ୯ଟା ଯାଏ ପାଠପଢ଼ା

ମେ’ ୨ରୁ ଖୋଲିବ ସ୍କୁଲ୍ । ବଦଳିଲା ପାଠପଢ଼ା ସମୟ । ଆସନ୍ତା ୨ ତାରିଖରୁ ସକାଳୁଆ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିସହ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ

ଦେଶର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଜେନେରାଲ ମନୋଜ ପାଣ୍ଡେ

ଜେନେରାଲ୍ ମନୋଜ ପାଣ୍ଡେ ଆଜି ଭାରତୀୟ ସେନାର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏମ୍ଏମ୍ ନାରାଓ୍ବଣେଙ୍କ ସ୍ଥାନ ନେଇଛନ୍ତି । ଇଞ୍ଜିନିୟରିଂ କର୍ପସର ପ୍ରଥମ ଅଧିକାରୀ ଭାବେ ଜେନେରାଲ ମନୋଜ ପାଣ୍ଡେ ପଦ ଅଳଙ୍କୃତ କରିଛନ୍ତି । ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ

ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ: ପିଭି ସିନ୍ଧୁ ବ୍ରୋଞ୍ଜରେ ସନ୍ତୁଷ୍ଟ

ଦୁଇ ଥର ଅଲମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ଏସୀୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପର ସେମିଫାଇନାଲରେ ହାରିଯାଇଛନ୍ତି । ତେବେ ପରାଜୟ ସତ୍ତ୍ୱେ ସିନ୍ଧୁ ବ୍ରୋଞ୍ଜ ପଦକ ସହ ଅଭିଯାନ ଶେଷ କରିଛନ୍ତି । ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜାପାନର ଆକାନି ୟାମାଗୁଚୀଙ୍କ ଠାରୁ

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଏପ୍ରିଲ ମାସର ତାତି

ଏପ୍ରିଲ ମାସ ସରିନି ଦେଶରେ ଗ୍ରୀଷ୍ମ ପ୍ରବାହ ଭୟଙ୍କର ହେଲାଣି । ଦେଶର ଅନେକ ଅଞ୍ଚଳରେ ତାତି ରେକର୍ଡ ଭାଙ୍ଗିଲାଣି | ଦିଲ୍ଲୀ, ୟୁପି, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର ସମେତ ଅନେକ ରାଜ୍ୟରେ ପାରା ୪୬ ରୁ ୪୭ ଡିଗ୍ରୀ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦେଶର