Odia News Portal
Yearly Archives

2022

ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା

ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା | ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ତେବେ ଦୀର୍ଘ ୨ ବର୍ଷ ପରେ ଚନ୍ଦନଯାତ୍ରାରେ ଭକ୍ତ ସାମିଲ ହେବାକୁ ନେଇ ଥିବା ବେଳେ, ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଭକ୍ତଙ୍କ

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ପ୍ରତାପ ଜେନା

ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ବଡ ଘୋଷଣା କରିଛନ୍ତି | ବିଭିନ୍ନ ଜିଲ୍ଲାରେ ୩୪ ଟି ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ସୂଚନା ଦେଇଛନ୍ତି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଏହି ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।

ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ନିକଟରେ ସାଉଦି ଆରବ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ପାକିସ୍ତାନୀ ପ୍ରତିନିଧୀ ମଦିନାର ମସଜିଦ-ଇ-ନବାବିରେ ପହଞ୍ଚିଥିଲେ। ଏଠାରେ ଶାହାବାଜ ସରିଫ ଏବଂ ଅନ୍ୟ ପାକିସ୍ତାନୀ ମନ୍ତ୍ରୀମାନେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନେ ମସଜିଦ ଭିତରକୁ ଯିବା ମାତ୍ରେ

କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

କରୋନା ଟିକାକରଣ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ବଡ଼ ନିଷ୍ପତ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଯେଉଁମାନେ କରୋନା ଟିକା ନେଇ ନାହାଁନ୍ତି, ସେମାନଙ୍କ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ କଟକଣା ଲଗାଇବା ଅନୁଚିତ ବୋଲି

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ

ବିଜେପିର ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଏବେ ବିଜେପି କର୍ମୀ ମଧ୍ୟ ହିଂସାତ୍ମକ ରାସ୍ତା ଧରିଛନ୍ତି। ବିଧାୟକଙ୍କ ଗିରଫ ପ୍ରତିବାଦରେ ଆଜି ଦେବଗଡ ବିଜେପି ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଖବର ସଂଗ୍ରହ ପାଇଁ ଏକ ଟିଭିର

ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା

ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଭାରତରେ କରୋନାର ମୋଟ୍‌ ୨୨,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରକାଶ ଯେ ପୂର୍ବ ସପ୍ତାହରେ ଏହି ହାର ପାଖାପାଖି

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଅକ୍ଷୟ ତୃତୀୟା ଅବସରରେ ପ୍ରତ୍ୟକ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର | ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଏନେଇ ଘୋଷଣା କଲେ ରାଜ୍ୟ ସରକାର । ୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩

ବିଜୁଳି ପଡି ଜଣେ ମୃତ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ବିଜୁଳି ସହ ଲଗାଣ ବର୍ଷ। ବିଜୁଳି ପଡି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି ।ମୃତ ବ୍ୟକ୍ତି ଜଣକ ନାରୀଗାଁ ପଞ୍ଚାୟତ ଚରାମୂଳା ଗ୍ରାମର ୫୫ ବର୍ଷୀୟ ଭଗୁ ଗୌଡ଼। ନିଜ ଜମି ରେ କାର୍ଯ୍ୟ କରି ଘରକୁ ଫେରିବା ସମୟ ରେ ତାଙ୍କ ଉପରେ ବିଜୁଳି ପଡିଥିଲା। ଆହତ

୫ ଦିନ ପରେ ଖୋଲିଲା ସ୍କୁଲ, ସକାଳୁଆ ପାଠପଢ଼ା

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ସକାଳୁଆ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିକଟରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ

ବଦଳିଲା ବାତ୍ୟା ଗତିପଥର ଆକଳନ,ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ ସମ୍ଭାବ୍ୟ ବାତ୍ୟା

ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ୍‌ ଅନୁସାରେ ବଦଳିଲା ବାତ୍ୟା ଗତିପଥର ଆକଳନ। ଗତକାଲି କହୁଥିଲା ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ। ଆଜି ECMWF ଦେଖାଉଛି ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ। ଗଙ୍ଗାସାଗରରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ ବୋଲି ଆଜି ୟୁରୋପିଆନ୍‌