Odia News Portal
Yearly Archives

2022

୭୦ ବର୍ଷ ବୟସରେ ଦେଲେ ମାଟ୍ରିକ ପରୀକ୍ଷା

ପିଲାଙ୍କ ସହ ବସି ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପରୀକ୍ଷା ହଲରେ ବସି ମାଟ୍ରିକ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଫୁଲବାଣୀର ରୁଜାଙ୍ଗି ହାଇସ୍କୁଲରେ ବିଧାୟକ ଏବଂ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ଇଂରାଜୀ ପରୀକ୍ଷା ଦେଇଛନ୍ତି । ପରିକ୍ଷାର୍ଥୀଙ୍କ

ଭାରତୀୟ ଛାତ୍ରଙ୍କୁ ପଢ଼ିବା ପାଇଁ ଚୀନ ଫେରିବାକୁ ମିଳିଲା ଅନୁମତି

ଭାରତୀୟ ଛାତ୍ରଙ୍କୁ ପଢ଼ିବା ପାଇଁ ଚୀନ ଫେରିବାକୁ ମିଳିଲା ଅନୁମତି । ତେବେ ଦୁଇ ବର୍ଷରୁ ଅଧିକ ସମୟ ପରେ ଚୀନ କିଛି ଭାରତୀୟ ଛାତ୍ରଙ୍କୁ ପାଠପଢା ପାଇଁ ନିଜ ଦେଶକୁ ଫେରିବା ପାଇଁ ଅନୁମତି ଦେଇଛି। ଏଥିପାଇଁ ଛାତ୍ରଙ୍କଠୁ ଜରୁରୀ ସୂଚନା ମଗାଯାଇଛି। ଭାରତ ସ୍ଥିତ ଚୀନ ଦୂତାବାସ ପକ୍ଷରୁ

ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଚାହୁଁଛି ତାମିଲନାଡୁ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଖାଦ୍ୟ ସାମଗ୍ରୀ ଏବଂ ଜୀବନ ରକ୍ଷାକାରୀ ଔଷଧ ପଠାଇବାକୁ ଅନୁମତି ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରି ତାମିଲନାଡୁ ବିଧାନସଭାରେ ଶୁକ୍ରବାର ଦିନ ଏକ ପ୍ରସ୍ତାବ ପାରିତ ହୋଇଛି । ଶ୍ରୀଲଙ୍କାକୁ ସହାୟତା ଯୋଗାଇବା ପାଇଁ ରାଜ୍ୟର ଆବଶ୍ୟକତା ଉପରେ

ମାସ୍କ ପିନ୍ଧନ୍ତୁ ସାମାଜିକ ଦୂରତା ରଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ବର୍ତ୍ତମାନ କୋଭିଡ ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ଆମେ ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ। ଏହା ଭିତରେ ଏମିତି ଗୋଟେ

ବୌଦ୍ଧର ଉପାନ୍ତ ଇଲାକାରେ ସରକାରଙ୍କ ବିକାଶ ଧାରା ଜାରି

ବୌଦ୍ଧ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳ ରହିଛି । ତନ୍ମଧ୍ୟରୁ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତ ଅନ୍ୟତମ । ଦିନ ଥିଲା ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ଓ ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ପାଇଁ ସଙ୍ଘର୍ଷ କରୁଥିଲା ଆମ୍ବଗାଁ । ହେଲେ ଏବେ ଏହି ଉପାନ୍ତ

ବଦଳିଲେ କଟକ,ଭୁବନେଶ୍ୱର ଡିସିପି

କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକର ନୂଆ ଡିସିପି ହେଲେ ପିନାକ ମିଶ୍ର । ଭୁବନେଶ୍ୱରର ନୂଆ ଡିସିପି ହେଲେ ପ୍ରତୀକ ସିଂ । ମନୋଜ କୁମାର ଛାବ୍ରା ହେଲେ ଜେଲ ବିଭାଗ ଡିଜି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ହେଲେ

ତାତିରୁ ମିଳିବ ନିସ୍ତାର

ପ୍ରଚଣ୍ଡ ତାତିରୁ ମିଳିବ ନିସ୍ତାର । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । କଲବଲ ହେଉଛି ଜନଜୀବନ । ତେବେ ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୪ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।

ସରିଲା ପ୍ରଥମ ଦିନର ମାଟ୍ରିକର ଦ୍ବିତୀୟ ସମେଟିଭ୍ ପରୀକ୍ଷା

ସରିଲା ପ୍ରଥମ ଦିନର ମାଟ୍ରିକର ଦ୍ବିତୀୟ ସମେଟିଭ୍ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗ୍ରୀଷ୍ମପ୍ରବାହ ଓ କୋଭିଡ୍ କୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ସଵୁ ପ୍ରକାର ଵ୍ୟଵସ୍ଥା କରାଯାଇଥିବା ଵୋର୍ଡ ସଭାପତି କହିଛନ୍ତି । ଏହା ସହ ପ୍ରଥମ ଦିନର

ଆଜିଠୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା

ଆଜିଠାରୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମେତ ପଶ୍ଚିମ ଦ୍ୱାରରେ ମଧ୍ୟ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ରଥ ଖଳାରେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ

୪୫ ଡିଗ୍ରୀ ଛୁଇଁଲା ବୌଦ୍ଧ

ଟାଣ ଖରାରେ କଲବଲ ହୋଇଛନ୍ତି ବୌଦ୍ଧବାସୀ । ଆଜି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଜି ଭୁବନେଶ୍ୱରରେ ୩୯.୮ ଏବଂ କଟକରେ ୪୦ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ।