ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ମୃତ
ରାଜସ୍ଥାନ ଯୋଧପୁର ଜିଲ୍ଲାରେ ରୋଷେଇ ଗ୍ୟାସ ଲିକ ହୋଇ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଲୁଣି ନଦୀ ତଟବର୍ତ୍ତୀ ଡୋଳି ଗାଁରେ ଗ୍ୟାସ ସିଲିଣ୍ଡର ଲିକେଜ ପାଇପରେ ନିଆଁ ଲାଗିବା ଦ୍ୱାରା ଏପରି ଏକ ଭୟଙ୍କର ଘଟଣା ଘଟିଛି । ଯେଉଁଥିରେ ଏକ ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ପରିବାରର ଅନ୍ୟ!-->…
