ମାସ୍କ ବ୍ୟବହାର ନକଲେ ୫୦୦ ଫାଇନ
ଦିଲ୍ଲୀରେ ବଢିବାରେ ଲାଗିଛି କରୋନା ସଙ୍କ୍ରମଣ । ଦିଲ୍ଲୀରେ ପୁଣି କଟକଣା ଲଗାଇବାକୁ ଚାଲିଛି ଆଲୋଚନା । ଦିଲ୍ଲୀରେ ପୁଣି ମାସ୍କ ବ୍ୟବହାର ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ କଟିବ ୫୦୦ ଫାଇନ୍ । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକ ଜାରି ରହିଛି । କରୋନା ସଙ୍କ୍ରମଣ ବୃଦ୍ଧି!-->…
