Odia News Portal
Yearly Archives

2022

ଗୁଟଖା ବ୍ରାଣ୍ଡର ବିଜ୍ଞାପନ ପାଇଁଁ କ୍ଷମା ମାଗିଲେ ଅକ୍ଷୟ କୁମାର

ଏକ ଗୁଟଖା ବ୍ରାଣ୍ଡର ବିଜ୍ଞାପନ ପାଇଁଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ପ୍ରାର୍ଥନା କରିଛନ୍ତି । ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗି କହିଛନ୍ତି- “ମୁଁ ଏହି ବ୍ରାଣ୍ଡର ଆମ୍ବାସାଡର ଭାବେ

୨୩ରୁ ଆରମ୍ଭ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ପୁଣି ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଚଳିତମାସ ୨୩ରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା। ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ସାଜସଜା କାମରେ ଲାଗିଛନ୍ତି କାରିଗର ଓ ଚିତ୍ରକର । ଦେଖିବାକୁ ମିଳିବନି ପୂର୍ବଭଳି

ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ

ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ହୋଇଛି। ଆଜିଠୁ ଲାଗୁ ହୋଇଛି ଏହି ନୂଆ ଦର। ଏବେ ବଜାରରେ ମିଳୁଥିବା ହାଫ୍‌ ଲିଟର ଓମ୍‌ଫେଡ ପ୍ୟାକେଟ୍‌ ୨୩ ଟଙ୍କାରେ ବିକ୍ରି ହେଉଛି। ଏହା ବଢି ୨୪ଟଙ୍କା ହୋଇଛି। ଚାଷୀଙ୍କ ଲାଭ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି

ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା

ତାତିରୁମିଳିବ ସାମାନ୍ୟ ଆଶ୍ବସ୍ତି । ଆସନ୍ତା ୨୨ ତାରିଖ ଯାଏଁ କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡିଶାରେ ଘଡଘଡି ସହ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା

ବିଶିଷ୍ଟ କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି  ।  ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ

ଆଳୁ ଦର ଏବେ ଆକାଶ ଛୁଆଁ

ବଜାରରେ ଆଳୁ ଦର ଏବେ ଆକାଶ ଛୁଆଁ । ଆଗକୁ ମଧ୍ୟ ଆହୁରି ବଢିପାରେ ଦର । ଏବେ ଖୁଚୁରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରୀ ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ପରିବହନ ଖର୍ଚ୍ଚ ବି ବଢିଛି । ଓଡିଶାକୁ ଆଳୁ ମୁଖ୍ୟତଃ

ରୁଷ୍‌ ଦେଲା ଧମକ,NATOରେ ଯୋଗ ଦେଲେ ପରିଣାମ ଭୟଙ୍କର ହେବ

ରୁଷ୍‌ ଦେଲା ଧମକ। ନାଟୋରେ ଯୋଗ ଦେଲେ ପରିଣାମ ହେବ ସାଙ୍ଘାତିକ। ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଦ୍ୱିପାକ୍ଷୀୟ କୂଟନିତିଜ୍ଞ ଚ୍ୟାନେଲ ମାଧ୍ୟମରେ ରୁଷ୍‌ ଦେଇଛି ଏହି ଚେତାବନୀ । ଏହି ସୂଚନା ରୁଷୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ଦେଇଛନ୍ତି। ଜଖାରୋଭା ମିଡ଼ିଆ ସହ

ନିର୍ଦ୍ଦେଶକ ଟି.ରାମା ରାଓଙ୍କ ପରଲୋକ

ଅମିତାଭ ବଚ୍ଚନଙ୍କ ସୁପର ହିଟ୍ ଫିଲ୍ମ ‘ଅନ୍ଧା କାନୁନ୍’ ଏବଂ ପ୍ରସିଦ୍ଧ ବାୟୋପିକ୍ ‘ନାଚେ ମୟୁରୀ’ ଭଳି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଟି. ରାମା ରାଓଙ୍କ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ରାମା

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତଦେହ ଠାବ

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡ଼ା କଲ୍ୟାଣସିଂହପୁର ସରକାରୀ କ୍ବାର୍ଟର୍ସରୁ ମିଳିଲା ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲ୍ୟାଣସିଂହପୁର ଥାନା ସଦର ମହକୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା