Odia News Portal
Yearly Archives

2022

ଦିଲ୍ଲୀର ତିନି ମ୍ୟୁନିସିପାଲ କର୍ପୋରେସନର ମିଶ୍ରଣ

ଜାତୀୟ ରାଜଧାନୀ ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନର ଆନୁଷ୍ଠାନିକ ମିଶ୍ରଣ ହୋଇଛି | ଏବେ ଏହାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ କୁହାଯିବ | ଏ ବାବଦରେ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ସଂଶୋଧନ) ଆଇନ, ୨୦୨୧ ବିଲକୁ

ମହଙ୍ଗା ହେବ ଋଣ, ସୁଧହାର ବଢ଼ାଇଲା ଏସବିଆଇ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସୀମାନ୍ତ ମୂଲ୍ୟ ଆଧାରିତ ଋଣ ହାର (ଏମସିଏଲଆର) କୁ ୧୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୧ ପ୍ରତିଶତ ବୃଦ୍ଧି କରିଛି। ଏସବିଆଇର ଏହି ନିଷ୍ପତ୍ତି ପରେ ରଣ ମହଙ୍ଗା ହେବ । ଲୋକଙ୍କୁ ଏବେ ବିଭିନ୍ନ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ ।

ବଜାରରେ ନକଲି ସର୍ଫ ଏକ୍ସଲ

ଆପଣ ଯେଉଁ ସର୍ଫ ଏକ୍ସଲକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି । ସିଏ ନକଲି । ବିପୁଳ ପରିମାଣର ନକଲି ସର୍ଫ ଜବତ ହୋଇଛି । ଅଭିଜିତ୍ ବେହେରା ନାମକ ବ୍ୟକ୍ତି ଗିରଫ ହୋଇଛନ୍ତି । ୧୫୪୦ କେଜି ଓଜନର ପ୍ୟାକେଟ, ୧୮୦୦ କେଜି ଓଜନର ଖୋଲା ଡିଟରଜେଣ୍ଟ ଜବତ ହୋଇଛି । ସଫ ଏକ୍ସଲ କମ୍ପାନୀ ନାଁରେ

ରୋନାଲ୍ଡୋଙ୍କ ନବଜାତ ପୁତ୍ର ସନ୍ତାନର ମୃତ୍ୟୁ

ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ଜାଆଁଳା ପୁତ୍ର ସନ୍ତାନର ପ୍ରସବ ସମୟରେ ମୃତ୍ୟୁ ହୋଇଛି। ଏହି ମାଞ୍ଚେଷ୍ଟର ୟୁନାଇଟେଡ ଷ୍ଟାର ଟ୍ୱିଟ୍ କରି ଏହି ଦୁଃଖଦ ସୂଚନା ଦେଇଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆମ

ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଛି । ହତ୍ୟାକାଣ୍ଡବେଳେ ସମସ୍ତେ ପ୍ରତିରୋଧ କରିଥିଲେ

ରାଜ୍ୟ ସରକାରଙ୍କ ନିଷ୍ପତି,ଉପକୃତ ହେବେ ୭.୫୦ଲକ୍ଷ କେନ୍ଦୁପତ୍ର ତୋଳାଳୀ

ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର  ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ  ଅଞ୍ଚଳରେ କେନ୍ଦୁପତ୍ର ସଂଗ୍ରହ

ଜାତୀୟ ପଞ୍ଚାୟତ ପୁରସ୍କାର: ଗଞ୍ଜାମ ଜିଲ୍ଲାକୁ ୬ଟି ପୁରସ୍କାର

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୨ରେ ବିଭିନ୍ନ ବର୍ଗରେ ଗଞ୍ଜାମ ଜିଲ୍ଲାକୁ ୬ଟି ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ ଓ ୪ଟି ପଞ୍ଚାୟତ ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରରେ ସଶକ୍ତିକରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର

ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ମିଳିବ ଆଡମିଟ କାର୍ଡ

ଆଜିଠୁ ମିଳିବ ମାଟ୍ରିକ୍‌ ପରୀକ୍ଷା ଆଡମିଟ କାର୍ଡ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ କାର୍ଡ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ। ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍‌ କାର୍ଡ ମିଳିବ। ପୂର୍ବାହ୍ନ

ବଢିଲା ଓମଫେଡ୍ କ୍ଷୀର ଦର

ମହଙ୍ଗା ମାଡ଼ରେ ମଧ୍ୟବିତ୍ତର ମେରୁହାଡ଼ ବଙ୍କା । ସବୁ ଅତ୍ୟାବଶ୍ୟକ ସାମଗ୍ରୀର  ଦର ବଢିବା ପରେ ଏବେ ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ ନୂଆ ଦର ଲାଗୁ ହେବ। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି

୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଫୁଲ୍ଲ କର

ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ବିୟୋଗ । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ପ୍ରଫୁଲ୍ଲ କରଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଓଡ଼ିଶା ସଙ୍ଗୀତ