Odia News Portal
Yearly Archives

2022

ଦୀର୍ଘ ଦୁଇବର୍ଷ ପରେ ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ଦୀର୍ଘ ଦୁଇ ବର୍ଷ ପରେ ଆଜି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ଛାଡିଛି। କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଟ୍ରେନଟି ବନ୍ଦ ରହିଥିଲା। ଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମ୍ବଲପୁର ସାଂସଦ ଏବଂ ବିଧାୟକ ସାକ୍ଷାତ କରିବା ପରେ ରାମ ନବମୀ ଦିନ ଏହି

ଆଜିଠାରୁ ସମସ୍ତ ବ୍ୟକ୍ତିଙ୍କୁ ମିଳିବ ବୁଷ୍ଟର ଡୋଜ୍

ଆଜି ଠାରୁ ଦେଶରେ ୧୮ ବର୍ଷରୁ ସମସ୍ତ ବ୍ୟକ୍ତିଙ୍କୁ ପ୍ରିକସନ ବା ବୁଷ୍ଟର ଡୋଜ୍ ମିଳିବ | ଶୁକ୍ରବାର କେନ୍ଦ୍ର ସରକାର ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତରେ କରୋନାର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହା ପୂର୍ବରୁ

ଆଜି ପବିତ୍ର ଶ୍ରୀରାମ ନବମୀ, ସାରା ଦେଶରେ ଧୁମଧାମରେ ପାଳନ ହେଉଛି ପର୍ବ

ଆଜି ପବିତ୍ର ଶ୍ରୀରାମ ନବମୀ । ସଜେଇ ହୋଇଛି ରାମମନ୍ଦିର । କରୋନା ମହମାରି ୨ବର୍ଷ ପରେ ଶ୍ରୀରାମ ନବମୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ

ଇମ୍ରାନ ଖାନ୍‌ ପରାଜୟ,ପ୍ରଧାନମନ୍ତ୍ରୀ ପଦରୁ ହେଲେ ବହିଷ୍କୃତ

ପାକିସ୍ତାନରେ ଇମ୍ରାନ ସରକାରର ପତନ । ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ ବରଣ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡିଛି ।

ଆଜି ପବିତ୍ର ଅଶୋକାଷ୍ଟମୀ, ଏକାମ୍ରକ୍ଷେତ୍ରରେ ଗଡ଼ିବ ରୁକୁଣା ରଥ

ଅଶୋକାଷ୍ଟମୀ ତିଥିର ପବିତ୍ର ଅବସରରେ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର । ହୋ ଭଗତେ ଶବ୍ଦ ଗୁଞ୍ଜରିତ ହେବା କ୍ଷଣି ରଥ ଘର୍ଘର ନାଦ କରି ଗଡ଼ିବା ଆରମ୍ଭ କରିବ । ରଥ ଦଉଡ଼ି ଟାଣି ପୂର୍ଣ୍ଣ ହେବ ଭକ୍ତର

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ମୁକ୍ତି

ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିବନି ତାତିରୁ ମୁକ୍ତି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ତାତି ସାଙ୍ଗକୁ କଲବଲ କରିବ

ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ତାଙ୍କ ସହ ସମସ୍ତ କର୍ପୋରେଟର ଶପଥ ପାଠ କରିଛନ୍ତି । ଭୁବନେଶ୍ୱରକୁ ଏକ ନମ୍ବର କରାଇବା ଲକ୍ଷ୍ୟ ରହିଛି । ରାଜଧାନୀବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ସୁଲୋଚନା ଦାସ । ଅନ୍ୟପଟେ କିଏ ହେବେ ଭୁବନେଶ୍ୱର ମହାନଗର ନିଗମ

କିଏ ହେବ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର? ଆଜି ନିର୍ବାଚନ

କିଏ ହେବ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ? ଆଜି ବିଏମ୍‌ସି ଡେପୁଟି ମେୟର ପାଇଁ ହେବ ନିର୍ବାଚନ । ରାଜଧାନୀର କିଏ ଡେପୁଟି ମେୟର ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୁବନେଶ୍ୱରରେ ଜଣେ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ଡେପୁଟୀ ମେୟର ପଦ ପାଇଁ

ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ବନ୍ଦୀ କରି ପୁରୁଷଙ୍କ ସାମ୍ନାରେ ଉଲଗ୍ନ କରୁଛନ୍ତି ରୁଷ୍‌ ସେନା

ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ ପେପର-୨ରେ ମୋଟ୍ ୬୫ହଜାର ୧୦୬ଜଣ  ପରୀକ୍ଷା  ଦେଇଥିଲେ ।