Odia News Portal
Yearly Archives

2022

କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ। ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଛି। ପ୍ରଡକ୍ସନ ପାଇଁ ଆବେଦନ କରିଥିଲା ଇଡି। ହାଜର ପରେ ତାଙ୍କୁ ରିମାଣ୍ଡରେ ନେବ ଇଡି। ଏନେଇ କୋର୍ଟରେ ଆବେଦନ କରାଯିବ। ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ତାଙ୍କୁ କୋର୍ଟରେ ହାଜର

ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ

ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭବରେ

ଓଡ଼ିଶା ଉପକୂଳରୁ ୪୦୦ କିଲୋମିଟର ଦୂର ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଭୂକମ୍ପ

ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଆସିଛି ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି | ସକାଳ ୮:୩୨ ରେ ବଙ୍ଗୋପ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଓଡ଼ିଶା ଉପକୂଳର ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ

ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟିଂ: ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ଶାନ୍ତି ଶୃଙ୍ଖଳା ସହ ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ। ଦିନ ୧୧ଟା ସୁଦ୍ଧା ୨୯.୭୩% ମତଦାନ ହୋଇଛି। ୪ଟି ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ସମ୍ପୃକ୍ତ ଇଭିଏମକୁ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି CEO ସୁଶୀଲ କୁମାର ଲୋହାନି । ସେହିପରି ମାଓପ୍ରବଣ ଅଞ୍ଚଳରେ

‘ସିଟି ଅଫ୍ ଜଏ’ ର ଲେଖକ ଡୋମିନିକ୍ ଲାପିୟରଙ୍କ ପରଲୋକ

ପ୍ରସିଦ୍ଧ ଫରାସୀ ଲେଖକ ଡୋମିନିକ୍ ଲାପିୟରଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅନେକ ଐତିହାସିକ ଘଟଣା ସମ୍ବଳିତ ପୁସ୍ତକର ରଚନା କରିଥିଲେ ଯାହା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ​​| ଲାପିୟର ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଆଧାରିତ ‘ଫ୍ରିଡମ୍ ଅଫ୍ ମିଡନାଇଟ୍’ ପୁସ୍ତକର

କମେଣ୍ଟମରାକୁ ନେଇ ହଣାହଣି, ଜଣେ ଗୁରୁତର

ଇନଫୋଭ୍ୟାଲି ଥାନାଞ୍ଚଳ ମଦନପୁର ଗ୍ରାମରେ କମେଣ୍ଟ ମରାକୁ ନେଇ ଉଚ୍ଚବାଚ ପରେ ଏହା ଉଗ୍ର ରୂପ ନେଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ଜଣକ ଯିଶୁକ୍ରୀଷ୍ଣ ବଳିଆରସିଂଙ୍କ ପୁଅ ରିପନ ବଳିଆରସିଂ ।ଗୁରୁତର ଯୁବକଙ୍କୁ ଏମ୍ସ୍ ମେଡିକାଲରେ ଭର୍ତ୍ତି

ରାଜ୍ୟରେ ଆଜିଠାରୁ ପୁଣି ବଢିବ ଶୀତ

କିଛି ଦିନର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ପୁଣି ଶୀତ ବଢ଼ିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିବା ବେଳେ ରାତିରେ ଥଣ୍ଡା ବଢ଼ିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ଥିଲା । ସର୍ବନିମ୍ନ ତାପମାତ୍ରା

ଭାରତୀୟ ନୈ।ସେନା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ଭାରତୀୟ ନୈ।ସେନା ଦିବସ । ଦେଶର ଜଳସୀମାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କୁ ସଲାମ କରୁଛନ୍ତି ଦେଶବାସୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈ।ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଦମ୍ୟ ସାହସ, ନିଷ୍ଠା ଓ ଉତ୍ସର୍ଗୀକୃତ

ପଦ୍ମପୁର ଉପନିର୍ବାଚନ : ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ, ୧୨୦ ବୁଥରେ ହେବ ୱେବକାଷ୍ଟିଂ

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଯେ, ମତଦାନ ପାଇଁ ୧୫ଟି ମଡେଲ୍‌ ଏବଂ ୬ଟି ପିଙ୍କ୍‌ ବୁଥ୍‌ ବ୍ୟବସ୍ଥା ହୋଇଛି । ଭୋଟ ଗ୍ରହଣ ପାଇଁ ୧ ହଜାର ୨୭୬ ପୋଲିଂ ଅଫିସର ନିଯୁକ୍ତ

ପଦ୍ମପୁରରେ ଭୋଟ୍ ଗ୍ରହଣ ଲାଗି ପ୍ରସ୍ତୁତି

ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୋଲିଂ ପାର୍ଟି ବୁଥକୁ ଯାଇ ସାରିଛନ୍ତି। ୧୨୭୬  ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି।  ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରିବାକୁ