Odia News Portal
Yearly Archives

2022

କୋଣାର୍କ ନିମାପଡା ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ହରିଣ ମୃତ

ଅଜଣା ଗାଡି ଧକ୍କାରେ ହରିଣ ମୃତ୍ୟୁ । କୋଣାର୍କ ନିମାପଡା ମୁଖ୍ୟ ରାସ୍ତା ଗୋପ ନିଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ମୃତ ଅଣ୍ଡିରା ହରିଣର ବୟସ ୪ ବର୍ଷ ହେବ ବୋଲି ଜଣାପଡିଛି । ଗୋପ ବନବିଭାଗ କର୍ମଚାରୀ ମାନେ ମୃତ ହରିଣକୁ ଉଦ୍ଧାର କରି

ମାର୍ଚ୍ଚ ୨୪ରେ ଏକାଠି ହେବେ NATO ରାଷ୍ଟ୍ରମୁଖ୍ୟ

ମାର୍ଚ୍ଚ ୨୪ରେ NATO ରାଷ୍ଟ୍ରମୁଖ୍ୟଙ୍କ ବୈଠକ । ମାର୍ଚ୍ଚ ୨୪ରେ ଏକାଠି ହେବେ NATO ରାଷ୍ଟ୍ରମୁଖ୍ୟ । ବ୍ରସେଲସ୍‌ରେ ୩୦ NATO ରାଷ୍ଟ୍ରମୁଖ୍ୟଙ୍କ ବୈଠକ ବସିବ । ୟୁକ୍ରେନ ଯୁଦ୍ଧ ଉପରେ NATOର ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହେବ । ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ

ଖରସ୍ରୋତା ନଦୀରେ ବୁଡ଼ିଯାଇ ୬ଜଣ ନିଖୋଜ ଘଟଣା: ଆଉ ଜଣେ ନିଖୋଜଙ୍କ ମୃତଦେହ ଉଦ୍ଧାର

ରଙ୍ଗର ପର୍ବରେ ଶୋକର ଛାୟା । ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ଗାଁରେ ଖରସ୍ରୋତା ନଦୀରେ ଭାସି ଯାଇଥିବା ୬ ଜଣ ସଂପର୍କୀୟ ଭାଇଙ୍କ ମଧ୍ୟରୁ ଶେଷ ନିଖୋଜ ଯୁବକଙ୍କ  ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଶ୍ୱଜିତ୍‌ ନାୟକ। ପୂର୍ବରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ଓଡ୍ରାଫ ଟିମ ସକାଳୁ

ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର

ଭକ୍ତଙ୍କ ପାଇଁ ଖୁସି ଖବର । ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର । କୋଭିଡ୍‌ ପାଇଁ ଦୀର୍ଘ ୨ ବର୍ଷ ହେବ ଦର୍ଶନରେ କଟକଣା ଥିଲା । ପୂର୍ବରୁ ସପ୍ତାହରେ ୬ ଦିନ ମହାପ୍ରଭୁଙ୍କ ଦର୍ଶନ ଅନୁମତି ଥିଲା । କୋଭିଡ୍‌ କଟକଣା ଯୋଗୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହ ମନ୍ଦିର

ବାଲୁକାକଳାରେ ଓଡିଆଙ୍କୁ ‘ବିଶ୍ୱ ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ନିଳାନ୍ଦ୍ରୀ ବେଳାଭୂମିରେ ବିଶ୍ବ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଳୁକାକଳାରେ ନିର୍ମାଣ ଓଡିଆଙ୍କ ପଖାଳ କଂସା. ବଡି ଚୁରା, ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି।ଯାହାକି ବେଶ୍ ଆକର୍ଷଣୀୟ ହୋଇଛି।

ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ

ରାଜ୍ୟବ୍ୟାପୀ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଗାଁରୁ ସହର ସମସ୍ତେ ପରସ୍ପରକୁ ରଙ୍ଗ ଅବିର ବୋଳି ହୋଲି ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଜୀବନରେ ହୋଲି ଆନନ୍ଦ ଉଲ୍ଲାସ ଆଣିଦେଉ ବୋଲି

୨୪ରେ ହାଇକୋର୍ଟ ଛୁଟି

ପୌର ନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ହାଇକୋର୍ଟ ଛୁଟି ‌ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ୨୦୨୨, ମାର୍ଚ୍ଚ ୬ରେ ଜାରି କରିଥିବା ଚିଠିକୁ ବିଚାରକୁ ନେଇ ହାଇକୋର୍ଟଙ୍କ

ୟୁକ୍ରେନ ଯୁଦ୍ଧରେ ଚୀନ ତୂଳନାରେ ଭାରତର ଅଧିକ କ୍ଷତି ଘଟିବ: ଆଇଏମଏଫ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧରେ ଚୀନର ଯେତିକି କ୍ଷତି ଘଟିବ ନାହିଁ ତାଠୁ ଅଧିକ କ୍ଷତି ଭାରତର ହେବ। ଶୁକ୍ରବାର ଏମିତି ସଙ୍କେତ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)। କଟକଣା ସତ୍ତ୍ଵେ ଭାରତ ରୁଷ ସହିତ କାରବାର ଜାରି ରଖିବାକୁ ସଙ୍କେତ ଦେଇ ସାରିଛି। ଆଇଏମଏଫ କହିଛି,

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି କରନି,

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଉପରେ ରାଜନୀତି କରିବା ପରିବର୍ତ୍ତେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତ ସହ ମିଶାଇବା ଉପରେ ବିଜେପି ଆଲୋଚନା କରିବା ଉଚିତ। ସେ କହିଛନ୍ତି ଯେ ଶିବସେନା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲ

କ୍ୟାମେରା ମ୍ୟାନ୍ ମାନସ ହତ୍ୟା ରହସ୍ୟ,ସାମ୍ୱାଦିକଙ୍କୁ ପୋଲିସର ଜେରା

ଭୁବନେଶ୍ୱର କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲାରୁ ଧୀରେ ଧୀରେ ଉଠିବାରେ ଲାଗିଛି ପରଦା । ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ୱେବ ପୋର୍ଟାଲର ଚାନ୍ଦବାଲି ସାମ୍ବାଦିକ ଶରତ ପଣ୍ଡାଙ୍କୁ ପଚରା ଉଚରା କରାଯାଇଛି । ଜଣାପଡିଛି ଯେ, ଘଟଣା ଦିନ ଅପହରଣ ସମୟରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଶରତ