Odia News Portal
Yearly Archives

2022

ନନ୍ଦନକାନନ ପାଇଁ ଖୁସି ଖବର: ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ନନ୍ଦନକାନନ ପାଇଁ ଖୁସି ଖବର ଆଣିଲା ସିଂହୀ ବିଜଲୀ । ତୃତୀୟ ଥର ପାଇଁ ମା ହେଲା ସିଂହୀ ବିଜଲୀ ।ଆଜି ଭୋର ରୁ ୨ ଟା ୧୫ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ,ସେମାନଙ୍କ ମଧ୍ୟରୁ ୨ ଟି ମୃତୁ ଘଟିଥିବା ବେଳେ

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସହ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ପ୍ରଥମେ BPUT କ୍ୟାମ୍ପସ ପରିସରରେ ନିର୍ମିତ ଅନ୍ତର୍ଜାତୀୟ ସ୍ତରର ଦେଶର

ଖୋର୍ଦ୍ଧରୋଡ୍‌ ଷ୍ଟେସନରୁ ୨୧ କି.ଗ୍ରା ଗଞ୍ଜେଇ ଜବତ

ଖୋର୍ଦ୍ଧାରୋଡ ରେଳ ଷ୍ଟେସନରୁ ରେଲୱେ ପୁଲିସ(ଜିଆର୍‌ପି) ୨୦ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାକୁ ଚାଲାଣ କରୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ମନୋଜ କୁମାର ବେହେରାଙ୍କୁ ଜିଆର୍‌ପି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୨ଲକ୍ଷ ୯ ହଜାର ଟଙ୍କା ହେବ

ହର୍ବାଲ ରଙ୍ଗ ଛଡା ଆଉ ସବୁ ମନା: ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ

ହୋଲି ପୂର୍ବରୁ ରାଜଧାନୀର ବିଭିନ୍ନ ଦୋକାନରେ ଚଢାଉ। କମିଶନରେଟ୍‌ ପୋଲିସ ଓ ପରିବେଶ ପ୍ରଦ୍ୟୁଷଣ ବିଭାଗର ଅଧିକାରୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ କରିଛନ୍ତି। ହର୍ବାଲ ରଙ୍ଗ ଛଡା ଦୋକାନୀ କୌଣସି କେମିକାଲ ରଙ୍ଗ ବିକ୍ରି କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ

ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ଆଜି ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହଙ୍କ ସୁନାବେଶ । ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ । ଟାଣ ଖରାରେ ଲମ୍ବା ଲାଇନ୍‌ରେ ଛିଡା ହୋଇଛନ୍ତି ଭକ୍ତ । ତେବେ ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା

ଖାଇବା ତେଲ ଦର ଉପରେ ଲାଗିବ ବଡ଼ ରୋକ

ଗତ କିଛି ସପ୍ତାହରୁ ରିଫାଇଣ୍ଡ ଅଏଲର ଦର ବଢ଼ିବାରେ ଲାଗିଛି। ଏମିତିକି ପ୍ରତିଲିଟର ପିଛା ୨୫ ଟଙ୍କା ବଢ଼ିଥିବା ବେଳେ ବାଦାମ ତେଲ ଦର ୨୦ ରୁ ୩୦ ଟଙ୍କା ପ୍ରତି କିଲୋ ଦରରେ ବଢ଼ିବାକୁ ଲାଗିଛି। କୁହାଯାଉଛି ଯେ ଆଗକୁ ମଧ୍ୟ ଏହାର ଦର ଆହୁରି ବଢ଼ିପାରେ। ଲଗାତାର ଭାବେ ଖାଇବା ତେଲ ଦର ବଢ଼ିବା

ଦିନକ ପରେ ହୋଲି, ସାତ ରଙ୍ଗରେ ରଙ୍ଗେଇ ହେବେ ରାଜଧାନୀବାସୀ

ଆଉ ଦିନକ ପରେ ହୋଲି । ଫଗୁଣର ରଙ୍ଗ ପେଡ଼ି ଖୋଲି, ସାରା ଦେଶକୁ ରଙ୍ଗରେ ଭିଜେଇବ ଏ ଉତ୍ସବ। ଚାରିଆଡ଼େ ଏଥିପାଇଁ ଉତ୍ସବର ମାହୋଲ । ଇନ୍ଦ୍ରଧନୁର ସପ୍ତରଙ୍ଗରେ ମତୁଆଲା ହେବାକୁ ଏବେ ଚାଲିଛି ଭଳିକି ଭଳି ପ୍ରସ୍ତୁତି । କେବଳ ଶନିବାରକୁ ଅପେକ୍ଷା । ମହାମାରୀ କରୋନା ପାଇଁ ଏଥର ବି ଏକାଠି ହୋଲି

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପଢ଼ିଆରୀଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭଯୁକ୍ତକୁ ଚିହ୍ନଟ

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପଢ଼ିଆରୀ ହତ୍ୟା ଘଟଣା। ଗୁଳିମାଡ଼ କାଣ୍ଡିରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କଲା ପୋଲିସ ପ୍ରଶାସନ।ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱାର ବିଶାଳ ସିଂହ କହିଛନ୍ତି ।

ଏମସିଡି ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଆମ୍ ଆଦମୀ ପାର୍ଟି

ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନକୁ ନେଇ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି । କେନ୍ଦ୍ର ସରକାର ହସ୍ତକ୍ଷେପ ନକରି ଦିଲ୍ଲୀରେ ମୁକ୍ତ, ନିରପେକ୍ଷ ଏବଂ

ଭଗଓ୍ୱନ୍ତ ମାନଙ୍କ ବଡ ଘୋଷଣା, ଜନତାଙ୍କ ହିତରେ ଏମିତି ନେବି ନିଷ୍ପତ୍ତି

ଟ୍ୱିଟ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ବଡ କଥା କହିଛନ୍ତି । ସେ କହିଛନ୍ତି ପଞ୍ଜାବ ଜନତାଙ୍କ ପାଇଁ ଆଜି ମୁଁ ବଡ ନିଷ୍ପତ୍ତି ନିଆଯିବ । ତାଙ୍କ ପଞ୍ଜାବ ଇତିହାସରେ ଆଜି ପ୍ରଥମ ଘଟଣା ଘଟିବ । ଯାହା ଆଜି ପର୍ଯ୍ୟନ୍ତ କେହି କେବେ ନେଇନଥିବେ । ସୂଚନା ଥାଉକି, ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର