କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣା: ୨୪ ଘଣ୍ଟା ପରେ ବି ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ପୋଲିସ ହାତ ଖାଲି। କାଳିଆଙ୍କୁ ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି। ଚିହ୍ନଟ ହୋଇପାରିନାହାଁନ୍ତି ଅପରାଧୀ।
କାଳିଆଙ୍କ ଭାଇ ନରସିଂହ!-->!-->!-->…
