Odia News Portal
Yearly Archives

2022

ଆଜି ରସିକିଆ ନକଲି ଡାକ୍ତର ର ପଲିଗ୍ରାଫ ଟେଷ୍ଟ

ଠକ ଡାକ୍ତର ରମେଶ ସ୍ୱାଇଁର ରସୁଲଗଡ ସ୍ଥିତ ଫରେନସିକ ଲାବୋରେଟୋରିରେ ଆଜି ହେବ ପଲିଗ୍ରାଫ ଟେଷ୍ଟ । ୧୮ ଜଣ ମହିଳା ଙ୍କୁ ବାହା ହୋଇ ଠକିଥିବା ନକଲି ଡାକ୍ତର ତଦନ୍ତ ବେଳେ ସହଯୋଗ ନ କରି ମିଛ କହୁଥିବାରୁ ରମେଶର ପାଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ ଏଥିପାଇଁ ଅନୁମତି

ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ କୋଭିଡ ଟିକାକରଣ

ଆଜି ଜାତୀୟ ଟିକାଦାନ ଦିବସ । ଏହି ଅବସରରେ ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ଟିକାକରଣ । ଜନ୍ମ ତାରିଖ ଆଧାରରେ ଦିଆଯାଉଛି ଟିକା । ଯେଉଁମାନେ ୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ କୋଭିଡ ଟିକା ଦିଆଯାଉଛି । ଟିକା ନେବାକୁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡୁଛି ।

ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା

ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ଗତକାଲି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର କଂଗ୍ରେସ ସଭାପତିଙ୍କୁ ବହିଷ୍କାର କରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ

ଆସନ୍ତାକାଲିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ। ଯେଉଁମାନେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା। କିନ୍ତୁ ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଟିକା ନେବା ଲାଗି

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ; ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ

ଖରାଦିନେ ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ଏବେ ଭାରତ ମହାସାଗରର ବିଷୁବରେଖା ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଘନୀଭୂତ ହେବ । ୨୦ ତାରିଖ ବେଳକୁ

ଚୀନ୍‌ରୁ ଋଷ ମାଗିଛି ସଶସ୍ତ୍ର ଡ୍ରୋନ୍

ଆମେରିକା ଅଭିଯୋଗ କରିଛି ଯେ, ଋଷ- ଚୀନ୍ ଠାରୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ଡ୍ରୋନ ମଗାଇଛି ଏବଂ ଏହାକୁ ନେଇ ଆାମେରିକା ତାର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକୁ ଚେତାବନୀ ଦେଇ ସାରିଛି। ବ୍ଳୁମବର୍ଗର ରିପୋର୍ଟ ମୁତାବକ ଆମେରିକାର କହିବା କଥା ହେଲା, ଫେବୃଆରୀ ଶେଷ ବେଳକୁ ଋଷ-ଚୀନ୍ ଠାରୁ

ଫଟୋଗ୍ରାଫର ମାନସଙ୍କ ହତ୍ୟା ପଛରେ ୱେବ୍ ମାଲିକାଣୀ

ଫଟୋଗ୍ରାଫର ମାନସଙ୍କ ହତ୍ୟା ପଛରେ କଣ ରହିଥାଇପାରେ କାରଣ । କାହିଁକି ଏବଂ କଣ ପାଇଁ ମାନସଙ୍କୁ ହତ୍ୟା କରାଗଲା । ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର

ଆକ୍ସନ ମୋଡରେ କମିଶନରେଟ ପୋଲିସ

ଆକ୍ସନ ମୋଡରେ କମିଶନରେଟ ପୋଲିସ । ସାଇଲେନ୍ସର ମୋଡିଫିକେଶନ ସୋ’ ରୁମରେ ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ’ ରୁମରେ ଚଢଉ କରିଛି କମିଶନରେଟ ପୋଲିସ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର ସମସ୍ତ ମୋଡିଫିକେସନ ସୋ’ ରୁମରେ ଚଢାଇ କରିବ ଟିମ୍ । ଗତ ରବିବାର ୧୧ଟି

୧୩,୫୦୦ ସୈନିକକୁ ମାରିଲାଣି ୟୁକ୍ରେନ ସେନା

ରୁଷ-ୟୁକ୍ରେନ ମଧ୍ୟରେ ଏବେବି ଚାଲିଛି ଘମାଘୋଟ ଲଢେଇ । ତେବେ ୟୁକ୍ରେନର ସେନା ଦାବି କରିଛନ୍ତି ଯେ, ଏବେ ସୁଦ୍ଧା ସେ ରୁଷର ୧୩,୫୦୦ ସୈନିକକୁ ମାରିଛନ୍ତି । ଗତ ୨୪ ଘଣ୍ଟାରେ ରୁଷର ୪ ହେଲିକପ୍ଟର , ଗୋଟିଏ ବିମାନ ସହିତ ଲଢୁଆ ବିମାନକୁ ନଷ୍ଟ କରିଦେଇଛନ୍ତି ବୋଲି ୟୁକ୍ରେନ ସେନା କହିଛି । ବିଗତ

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେଶନ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାୟିକା ଏବଂ କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ହେବ । ୫ ଘଣ୍ଟା ରହିବ ବିଧାନସଭା