Odia News Portal
Yearly Archives

2022

ହୋଲି ପରେ ଶ୍ରୀମନ୍ଦିରରେ ହଟିପାରେ ରବିବାର ଦର୍ଶନ କଟକଣା

ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ କଟକଣା । ଆସନ୍ତା ଶନିବାର ଏନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତି ହୋଇପାରେ । କୋରୋନା ପାଇଁ ମହାପ୍ରଭଙ୍କ ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁଛି । ରାଜ୍ୟରେ କରୋନା

ୟୁକ୍ରେନକୁ ମିଗ୍-୨୯ ଯୁଦ୍ଧ ବିମାନ ଦେବାକୁ ପୋଲାଣ୍ଡ ଦେଲା ପ୍ରସ୍ତାବ

ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୧୪ତମ ଦିନ | ଏହି ଯୁଦ୍ଧ ବର୍ତ୍ତମାନ ଏକ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକା ରୁଷରୁ ତେଲ ଏବଂ ଗ୍ୟାସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି | ଅନ୍ୟପଟେ ପୋଲାଣ୍ଡ ନିଜ ସମସ୍ତ ମିଗ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦେବାକୁ ଘୋଷଣା କରିଛି ।

ବଜାର ଭିତରେ ଆତଙ୍କ ରଚିଲା ବଣୁଆ ହାତୀ

ଗାଁ ଭିତରେ ପଶିଲା ଦନ୍ତା । ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ପଞ୍ଚାୟତ କୁଆଳହାତୀ ଓ ଚାନ୍ଦ କୁନ୍ଦିଆ ଗ୍ରାମରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକମାନେ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର । ଗୋବିନ୍ଦିପୁର ମାଟିଆପଡା ଗାଁର ସୌମ୍ୟରଞ୍ଜନ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ତାଲା ଭାଙ୍ଗି ଘରେ ପଶିଲେ ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ୫ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ନଗଦ ୧୬.୭୦

ନା ହାର୍ ମାନିବୁ,ନାଁ ହତିଆର ଛାଡିବୁ

ୟୁକ୍ରେନର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କି ସାଧାରଣ ନାଗରିକଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛନ୍ତି । ରୁଷର ହମଲାକୁ ନେଇ ବିଶ୍ୱ ଗଣମାଧ୍ୟମକୁ ଏକ ଭାବପୂର୍ଣ୍ଣ ଖୋଲା ଚିଠି ଲେଖିଛନ୍ତି । ଫେବ୍ରୁଆରୀ ୨୪ରେ ଆମେ ସମସ୍ତେ ରୁଷ ଆକ୍ରମଣ ବିରୋଧରେ ସ୍ୱର

୫ରୁ ୧୨ ବର୍ଷର ଶିଶୁ ନେବେ ଟିକା

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କୋର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡିଛି କୋର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲି -ଇ । ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ଲୋଡିଛି ଏହି କମ୍ପାନୀ ।

ରୁଷ୍‌କୁ ଆତଙ୍କବାଦୀ ଦେଶ ଘୋଷଣା କରାଯାଉ ବୋଲି କହିଲେ ଜେଲେନକ୍ସି

ରୁଷକୁ ଆତଙ୍କବାଦୀ ଦେଶ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି। ମଙ୍ଗଳବାର ଦିନ ଜେଲେନ୍‌ସ୍କି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିବା ରୁଷକୁ ଆତଙ୍କବାଦୀ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ବ୍ରିଟେନ୍‌କୁ ଦାବି କରିଛନ୍ତି। ଏଥିସହ ରୁଷ ଉପରେ

ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ

ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ ଭେରୋନିକା ଡିଡୁସେନକୋ । ନିଜର ୭ ବର୍ଷର ପୁଅକୁ ଧରି କିଭ ଛାଡିଛନ୍ତି ଭେରୋନିକା ।ଭେରୋନିକା ୨୦୧୮ରେ ୟୁକ୍ରେନ ସୁନ୍ଦରୀର ମୁକୁଟ ପିନ୍ଧିଥିଲେ । ଭେରୋନିକା କହିଛନ୍ତି, ‘ସେ ଓ ତାଙ୍କ ୭ ବର୍ଷର ପୁଅ ଆକ୍ରମଣର ପୂର୍ବଦିନ ଆକାଶ ପଥରେ ଯୁଦ୍ଧ ସାଇରନ୍‌

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ଭିତରେ ପଶିଛନ୍ତି । ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଚିଥିବା