Odia News Portal
Yearly Archives

2022

ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡ଼ି ଗଣତି

ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ

ଘୋଷଣା ହୋଇପାରେ ବିଜେଡିର ମେୟର ପ୍ରାର୍ଥୀ ତାଲିକା

ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି ବିଜେଡ଼ି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏ ନେଇ ସୂଚନା

ଋୁଷ କବଳରେ ନ୍ୟୁକ୍ଲିୟର ପାୱାର ପ୍ଲାଂଟ

ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର

ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ, ୪ ମୃତ, ୧୨ ଆହତ

ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ ଘଟିଛି ​​। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ସହର ଥରି ଉଠିଥିଲା। ଏହି ଭାଗଲପୁର ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭାଗଲପୁର ରେଞ୍ଜର ଡିଜି ସୁଜିତ କୁମାର କହିଛନ୍ତି

ଜାତୀୟ ନିରପତ୍ତା ଦିବସରେ ନବୀନଙ୍କ ବାର୍ତ୍ତା

ଆଜି ଜାତୀୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚଳିତ ନିରାପତ୍ତା ପ୍ରଟୋକଲ ମାନି ନିଜକୁ ଓ ଆମର ପ୍ରିୟଜନମାନଙ୍କର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ୟ୍ୟସ୍ଥଳୀ, ସଡ଼କ ଓ ଅନ୍ୟ ଜାଗାରେ ଦୃଢ଼ ସୁରକ୍ଷା

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମଧୁସ୍ମିତା ଆଚାର୍ୟ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଧିବଦ୍ଧ ଭାବେ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ

କିଭରେ ଜଣେ ଭାରତୀୟ ଛାତ୍ର ଗୁଳିମାଡ଼ରେ ଆହତ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ନବମ ଦିନ ଏବଂ ଏହି ସଂଘର୍ଷ ଶେଷ ହେବାର କୌଣସି ଆଶା ଦେଖାଯାଉ ନାହିଁ । ଅନ୍ୟପକ୍ଷରେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କିଭ୍ ଏବଂ ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଅଟକି ରହିଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ

ରାଜ୍ୟରେ ୫ ଦିନ ଶୁଖିଲା ପାଗ, ୭ ପରେ ବଢିବ ପାରଦ

ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବା ସହ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ । ନକଲି ସିବିଆଇ ଅଧିକାରୀ ନିଖିଳ ସ୍ବାଇଁକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ଠକ । ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା

ବିବାହ ବନ୍ଧନରେ ବାନ୍ଧି ହେଲେ ଶାହିଦଙ୍କ ଭଉଣୀ ସନା

ଶାହିଦ କପୁର ନିଜ ନବ ବିବାହିତା ଭଉଣୀ ସନା କପୁରଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି। ଶାହିଦଙ୍କ ଭଉଣୀ ସନା ମହାବଳେଶ୍ୱରରେ ସୀମା ପାହଓ୍ଵା ଓ ମନୋଜ ପାହଓ୍ଵାଙ୍କ ପୁଅ ମୟଙ୍କ ପାହଓ୍ଵାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ଅବସରରେ ସନାଙ୍କ ଭାଇ ଶାହିଦ ତାଙ୍କ ସହ ଫଟୋ ଉଠାଇ ନିଜ