Odia News Portal
Yearly Archives

2022

ମାର୍ଚ୍ଚ ୮ ପରେ ଦେଶରେ ୧୩ ଟଙ୍କା ବୃଦ୍ଧି ପାଇପାରେ ତୈଳ ଦର

ଋଷ-ୟୁକ୍ରେନ ମଧ୍ୟରେ ଜାରି ଘମାଘୋଟ ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ସତ କିନ୍ତୁ ଏହା ଦ୍ୱାରା ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧ ଫଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଦୀର୍ଘ ସାତବର୍ଷ ପରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦

ରୁଷକୁ ଧମକ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ଅଷ୍ଟମ ଦିନରେ ଚାଲିଛି ଘମାଘୋଟ ଲଢେଇ । ଯୁଦ୍ଧରେ ଛାରଖାର ହୋଇଗଲାଣି ୟୁକ୍ରେନ । ସ୍ଥିତି ଭୟାନକ । ଏଭଳି ପରିସ୍ଥିତିରେ ପୁଣି ରୁଷକୁ ଧମକ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି ଆମ ସୀମା ଭିତରେ ଯିଏ ପଶିବ ତାକୁ କଡା ବିରୋଧ କରାଯିବ । ଯିଏ ଆମର ଆମେ ତାକୁ କଦାପି

ସାଇବର ଠକଙ୍କ କବଜାରେ ରାଜଧାନୀ

ଫେବୃଆରୀ ମାସରେ ରାଜଧାନୀରେ ସାଇବର ଠକମାନେ ୨୫୪ ଜଣଙ୍କୁ ଲୁଟିଛନ୍ତି । ଫୋନ କରି ଲୁଟ କରିଛନ୍ତି ସାଇବର ଲୁଟେରା । ୧ କୋଟି ୩୯ ଲକ୍ଷ ୬୦ ହଜାର ର ୪୭୯ ଟଙ୍କା ଲୁଟିଛନ୍ତି ସାଇବର ଠକ୍ । ଅଭିଯୋଗ ପରେ ଫେରସ୍ତ ହୋଇଛି ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା । ୧୨ ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ୍

ଜୁନରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଲଢେଇ

ରାଜ୍ୟର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଜୁନ ମାସରେ ବାରବାଟୀ ଆୟୋଜନ କରିବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ

ନକଲି ଡାକ୍ତରଙ୍କ ବିରୋଧରେ ଆଉ ଦୁଇଟି ମାମଲା ରୁଜୁ

ଭୁବନେଶ୍ୱର- ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ଏହାଛଡା ଜାଲ୍‌ କାଗଜପତ୍ର ପାଇଁ ସହିଦନଗର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଜାଲ୍‌ ଡକ୍ୟୁମେଣ୍ଟ ଦ୍ୱାରା ରମେଶ କାର୍‌

କିଭ୍ ଉପରେ ରୁଷର ବୋମା ବର୍ଷା

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଅଷ୍ଟମ ଦିନରେ ପହଞ୍ଚିଛି। ଗୁରୁବାର କିଭ୍ ରେ ଅତି କମରେ ଚାରିଟି ବଡ଼ ବିସ୍ଫୋରଣ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ପରେ ରାଜଧାନୀରେ ଏୟାର ରେଡ୍ ସାଇରନ୍ ଶୁଣିବାକୁ ମିଳିଛି। ଦୁଇଟି ବିସ୍ଫୋରଣ ସହରର କେନ୍ଦ୍ରରେ ଏବଂ ଅନ୍ୟ ଦୁଇଟି ମେଟ୍ରୋ ଷ୍ଟେସନ

ସୁପ୍ରିମକୋର୍ଟରେ ପହଞ୍ଚିଲା ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ପ୍ରସଙ୍ଗ

ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ଶୁଣାଣି ଆରମ୍ଭରେ କୋର୍ଟ ଏହି ମାମଲାରେ କିଛି କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ

କଳାହାଣ୍ଡିରେ ମୃଦୁ ଭୂକମ୍ପ

କଳାହାଣ୍ଡିରେ ମୃଦୁ ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୩.୫। ଦିନ ୧୧ଟା ୨୯ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଭୂକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ।

୬ ଘଣ୍ଟା ପାଇଁ ବନ୍ଦ ରହିବ ଯୁଦ୍ଧ, ମୁକୁଳିବେ ଭାରତୀୟ ଛାତ୍ର

ଭାରତୀୟ ଲୋକଙ୍କ ପାଇଁ ଆଶ୍ୱସ୍ତି ଖବର । ଖାରକିଭ୍‌ରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରୁଷ ୬ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି । ଖାରକିଭରୁ ସେମାନଙ୍କୁ ଉଦ୍ଧାର କରାଯାଇ ୟୁକ୍ରେନର ଆଖାପାଖ ଦେଶରେ ସୁରକ୍ଷିତରେ ରଖାଯିବ ।ବୁଧବାର ରାତିରେ

ଖାରକିବ୍‌ରେ ଲଗାତାର ବାଜୁଛି ଡେଞ୍ଜର ସାଇରନ୍

ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଁଞ୍ଚିଛି । ଏବଂ ଭୟଙ୍କର ହେବାରେ ଲାଗିଛି ଆକ୍ରମଣ । ଏହାରି ଭିତରେ ଖାରକିବ୍ ରୁ ଆସିଛି ବଡ ଖବର । ଏଠାରେ ଭାରତୀୟ ଛାତ୍ରଙ୍କୁ ଟ୍ରେନରେ ଚଢିବାକୁ ଦିଆଯାଉନାହିଁ । ତାଙ୍କୁ ଅଟକାଇଦିଆଯାଉଛି । ଖାରକିଭରେ ଏବେ ବି ହଜାରେରୁ ଅଧିକ ଭାରତୀୟ