Odia News Portal
Yearly Archives

2022

ଖାଇବା ତେଲ ଦର ଆକାଶ ଛୁଆଁ

ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ । ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ । ସନଫ୍ଲାୱାର ତେଲ ବି ଆକାଶ ଛୁଆଁ । ସପ୍ତାହକ ମଧ୍ୟରେ ସରିଯିବ ଷ୍ଟକ ରହିଥିବା ତେଲ । ଆମଦାନୀ ନହେଲେ ସ୍ଥିିତି ସଙ୍ଗୀନ ହେବ । ଓଡିଶାକୁ ଦୈନିକ ଦେଢ ହଜାରରୁ ୨ ହଜାର ଟନ୍ ଆମଦାନୀ ହୁଏ ।

ଭାରତୀୟ ବୋଲି ଜାଣିବା ପରେ ପିଟୁଛନ୍ତି ଯୁକ୍ରେନ ସେନା

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ନିର୍ଯାତନା । ୟୁକ୍ରେନରୁ ଭାରତ ଫେରିବା ପରେ ଏମିତି ନିର୍ଯାତନାର କାହାଣୀ କହିଛନ୍ତି ଭାରତୀୟ ଛାତ୍ର । ୟୁକ୍ରେନରୁ ରୋମାନିଆ ଆସିବା ବେଳେ ସୀମାନ୍ତରେ ୟୁକ୍ରେନ ସେନା ଭାରତୀୟ ବୋଲି ଜାଣିବା ପରେ ନିର୍ଯାତନା ଦେଉଛନ୍ତି । ତାହାକୁ ଆଣ୍ଠେଇ ଦେଉଛନ୍ତି,

ଉତ୍ତରପ୍ରଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ

ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟରେ ଭୋଟଗ୍ରହଣ। ୧୦ ଜିଲ୍ଲାର ୫୭ଟି ଆସନରେ ଚାଲିଛି ମତଦାନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ୟାଏଁ ଚାଲିବ ଭୋଟଗ୍ରହଣ। ଷଷ୍ଠ ପର୍ଯ୍ୟାୟରେ ନିଜେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋରଖପୁରସ୍ଥିତ ଗୋରଖନାଥ କନ୍ୟାନଗର ମତଦାନ କେନ୍ଦ୍ରରେ ଆସି ଭୋଟ

ରୁଷକୁ ଆଉ ଏକ ଝଟକା,ପ୍ଲେ ଷ୍ଟୋରରୁ ଗୁଗଲ ବ୍ଲକ କଲା ସରକାରୀ ମିଡିଆ ଆପ୍

ୟୁକ୍ରେନ୍ ଉପରେ ଯୁଦ୍ଧ କରିବାର ନିଷ୍ପତ୍ତି ପାଇଁ ରୁଷ ଏବେ ଅଡୁଆରେ। ବହୁ ପାଶ୍ଚାତ୍ୟ ଦେଶ ଆର୍ଥିକ କଟକଣା ଲାଗୁ କରିବା ପରେ ଏବେ ଗୁଗଲ ରୁଷର ମିଡିଆ ଚ୍ୟାନେଲ ଗୁଡିକୁ ବ୍ଲକ କରିଛି। ଏ ସମ୍ପର୍କରେ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ଆରଟି ନ୍ୟୁଜ୍ ଓ

ଆର୍ଯ୍ୟନଙ୍କ ବିରୋଧରେ NCB କୁ ମିଳିଲାନି କୌଣସି ପ୍ରମାଣ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ। ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ବିରୋଧରେ NCBର SITକୁ କୌଣସି ପ୍ରମାଣ ମିଳିନାହିଁ । ଘଟଣାଦିନ ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ରଖିନଥିଲେ । ଏହାସହ ଆନ୍ତର୍ଜାତିକ ଡ୍ରଗ୍ସ

ମେ’୬ରୁ ପୁଣି ଖୋଲିବ କେଦାରନାଥ ଧାମ

ଉତ୍ତରାଖଣ୍ଡର ହିମାଳୟ ଶିଖର ସ୍ଥିତ ଭଗବାନ ଶିବଙ୍କ ପୀଠ କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ

ୟୁକ୍ରେନ୍‌ରେ ଆଉ ଜଣେ ଭାରତୀୟ ଡାକ୍ତରୀ ଛାତ୍ର ମୃତ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭିତରେ ଭାରତର ଛାତ୍ରଛାତ୍ରୀମାନେ ବଳିପଡ଼ୁଛନ୍ତି। ୟୁକ୍ରେନ୍‌ରେ ଆଜି ଆଉ ଜଣେ ଭାରତୀୟଙ୍କ ମୃତ ଘଟିଛି। ମୃତ ଛାତ୍ରଙ୍କ ବାଁ ଚନ୍ଦନ ଜିନ୍ଦଲ ଓ ସେ ପଞ୍ଜାବର ବାସିନ୍ଦା ବୋଲି ଜଣାପଡ଼ିଛି। ଚନ୍ଦନ ବ୍ରେନ୍‌ ଷ୍ଟୋକ୍‌ର ଶିକାର ହୋଇ ହସ୍ପିଟାଲରେ ଆଡ୍‌ମିଟ୍‌

ମାର୍ଚ୍ଚ ୨୪ରେ ପୌର ଭୋଟ, ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା

ସରିଲା ଗାଁ ଭୋଟ୍‌, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ୭ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ। ଭୁବନେଶ୍ୱର ADM ଅଫିସ ସାମ୍ନାରେ ନାମାଙ୍କନ ପତ୍ର ନେବା ପାଇଁ ସ୍ୱତନ୍ତ୍ର କାଉଣ୍ଟର ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୯ରେ

ୟୁକ୍ରେନରୁ ଫେରିଲେ ୫ ଓଡ଼ିଆ ଛାତ୍ର, ଆଜି ଆସିବେ ଆଉ ୨୦

ୟୁକ୍ରେନରୁ ଫେରିଲେ ୫ ଓଡ଼ିଆ ଛାତ୍ର । ଦିଲ୍ଲୀରେ ଆସି ପହଂଚିଲେ ୫ ଓଡ଼ିଆ ଛାତ୍ର । ଆଜି ଆଉ ୨୦ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀରେ ପହଁଚିବେ । ଏନେଇ ଓଡ଼ିଶା ଭବନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି ଦୁଇଟି ସ୍ୱତନ୍ତ୍ର ବିମାନ ପୋଲାଣ୍ଡରୁ ବାହାରିଛି । ଗୋଟିଏ ବିମାନରେ ୨୧୮ ଓ

ଖାରକିଭ୍‌ର ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼, ବିଲିଡିଂ ଛିନ୍‌ଛତ୍ର

ଆଜି ୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷର ବାରମ୍ବାର ଆକ୍ରମଣରେ ଧରାଶାୟୀ ହେଲାଣି ୟୁକ୍ରେନ । ତଥାପି ରୁଷର ମନ ମାନୁନି। ରୁଷ ମିଶାଇଲ ମାଡ଼ କରିବା ପରେ ଏବେ ପରମାଣୁ ବୋମା ପକାଇବା ପାଇଁ ଯୋଜନା କରୁଛି। ଆଉ ଏପରି ହେଲେ ସବୁକିଛି ଛାରଖାନର ହୋଇଯିବ। ଏହା ମଧ୍ୟରେ ବି କିଭ୍‌ ପରେ