Odia News Portal
Yearly Archives

2022

ଆସନ୍ତା ୧୬ରେ ହେବ ପ୍ରଥମ ପର୍ଯ୍ୟୟ ଭୋଟ

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ୟ୍ୟାୟ ମତଦାନ । ପାଞ୍ଚଟି ପର୍ୟ୍ୟାୟରେ ମତଦାନ ହେବ । ଫେବ୍ରୁଆରୀ ୨୪ରେ ଶେଷ ହେବ ମତଦାନ । ସେହିପରି ୨୬ରୁ ୨୮ ତାରିଖ ପର୍ୟ୍ୟନ୍ତ ତିନୋଟି ପର୍ୟ୍ୟାୟରେ ଭୋଟ ଗଣତି ହେବ । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବୁଥ୍ ବଦଳରେ

ଆସିଷ୍ଟାଣ୍ଟ ପ୍ରଫେସର ଙ୍କ ଆତ୍ମହତ୍ୟା,ମୃତ୍ୟୁ ପୂର୍ବରୁ ୧୦୦ କୁ କରିଥିଲ କଲ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଓୟୁଏଟି କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି । ସେନେଇ ଖୋଳତାଡ

ରାଜ୍ୟରେ ପୁଣି ବଢିବ ଶୀତ

କମିଲା ପଶ୍ଚିମା ଝଡର ପ୍ରଭାବ । ଏବେ ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା । ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ମଧ୍ୟ ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତଳକୁ ଖସିବ। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ଶୀତ ଅନୁଭୂତ ହେବ ବୋଲି

କୋକୋସରାର ପୂର୍ବତନ ବିଧାୟିକା ଙ୍କ ଦେହାନ୍ତ

ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ତଥା କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ଓ ୨୦୦୦ ମସିହାରେ ରୋଶନୀ ସିଂଦେଓ ବିଧାୟିକା ହୋଇଥିଲେ । ବିଧାନସଭା

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ

ୟୁପିରେ ଇଭିଏମ ମେସିନ ଖରାପ ଥିବାରୁ ୩ ଘଣ୍ଟା ବିଳମ୍ବରେ ହେଲା ଭୋଟ ଗ୍ରହଣ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପ୍ରର୍ୟ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ୧୧ଟି ଜିଲ୍ଲାରୁ ୫୮ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ସକାଳୁ ସକାଳୁ କୁହୁଡ଼ି ସହିତ ଶିତ ଲାଗି ରହିଥିବା ସତ୍ୱେ ଭୋଟକେନ୍ଦ୍ର ଆଗରେ

ଚାକିରି ଦେବା ନାଁ ରେ ୨୦ ଲକ୍ଷ ଠକେଇ

ଜୟପୁର: ଚାକିରୀ ଦେବା ନାଁରେ ଜୟପୁରରେ ବଡ ଧରଣର ଠକେଇ। ପ୍ରାୟ ୧୦୦ ଜଣଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସୁବାଷ ଚୌଧୁରୀଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଠାରୁ ୧୪ ଲକ୍ଷ ୭୪ ହଜାର ୯୫୦ ଟଙ୍କା ଜବତ କରାଯାଇଛି । ଏହା ସହ ନକଲି ନିଯୁକ୍ତି

ରାଜଧାନୀରେ ବାକି ଟଙ୍କା ଦବାକୁ ଡାକି ହତ୍ୟା

ବାକି ଟଙ୍କା ଦେବାକୁ ଡାକି ଯୁବକଙ୍କୁ ହତ୍ୟା ଅଭିଯୋଗ । ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାଁ ଦିଲ୍ଲୀପ ଜେନା । ଯାଜପୁରର ବଜରାପାଟରେ ତାଙ୍କ ଘର । ସେ କିଟ୍ ରୋଡରେ ଏକ ଫାଷ୍ଟଫୁଡ଼ ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ । ସେ

ଉଠିଯିବ ୧ ନମ୍ବର ହାଟ

ଉଠିଯିବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍ ମାର୍କେଟ ସ୍ଥାନାନ୍ତର କରାଯିବ। ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମି ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍ ମାର୍କେଟ ଲାଗି ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ

ରେପୋ ରେଟ୍ ଅପରିବର୍ତ୍ତିତ

ମାର୍କେଟକୁ ସରପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ୍ । ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ୍ ୩ ଦଶମିତ ୩ ୫ପ୍ରତିଶତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ