Odia News Portal
Yearly Archives

2022

ପୁଅକୁ ନ୍ୟାୟ ଦେବା ପାଇଁ ଡିସିପି ଅଫିସରେ ପରିବାର

ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା । ଡିସିପି ଅଫିସରେ ପହଞ୍ଚିଲେ ମୃତ ସୌମ୍ୟଙ୍କ ପରିବାର । ପୁଅକୁ ନ୍ୟାୟ ଦାବିରେ ଡିସିପିଙ୍କ ଅଫିସରେ ଫେରାଦ ହୋଇଛନ୍ତି ସୌମ୍ୟଙ୍କ ମା , ଭଉଣୀ ଓ ପରିବାର ଲୋକ । ସୌମ୍ୟ ଭଲ ପାଉଥିବା ଯୁବତୀ ସୋନାଲି ନନ୍ଦ ଓ ତାଙ୍କ ମାଙ୍କୁ

ସୋରରୁ ବ୍ରାଉନ ସୁଗାର ବେପାରୀ ଗିରଫ

STF କବଜାରେ ବ୍ରାଉନସୁଗର ବେପାରୀ । ବାଲେଶ୍ୱର ଜିଲ୍ଲା ସୋରରୁ ବ୍ରାଉନସୁଗର ବେପାରୀ ଗିରଫ। ଏନଏଚ୍ କଡ଼ରେ  ଡିଲବେଳେ ମାଡି ବସିଥିଲା STF । ୧ କେଜି ୧୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। କଲିମ୍ ନାମକ ବ୍ୟବସାୟୀକୁ ଗିରଫ କଲା ଏସ୍ଟିଏଫ୍। ଗତ ଏକ ବର୍ଷ ଭିତରେ ଏସ୍ଟିଏଫ୍ ୪୮ କେଜି

ଅପ୍ରେଲ ୨୬ ରେ ହେବ ସିବିଏସଆଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀମାନଙ୍କ ଦାବି ଜୋର ଧରିଥିବା ବେଳେ ଅଫ୍ଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ। ଆସନ୍ତା ଅପ୍ରେଲ୍ ୨୬ ତାରିଖରୁ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ। ଅପ୍ରେଲ୍ ୨୬ ତାରିଖରୁ ଦ୍ଵାଦଶ ଶ୍ରେଣୀ

ଇଭିଏମରେ ହେବ ପୈାର ନିର୍ବାଚନ

ଏଥର ପୌର ନିର୍ବାଚନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମରେ ହେବ । ସର୍ବଦଳୀୟ ବୈଠକ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଗୋଟିଏ ବୁଥରେ ୨ଟି ଲେଖାଏଁ ଇଭିଏମ ରଖାଯିବ । ଗୋଟିଏ ଇଭିଏମ କାଉନସିଲର/କର୍ପୋରେଟରଙ୍କୁ ଭୋଟ ପାଇଁ ଉଦ୍ଦିଷ୍ଟ ରହିବ । ଅନ୍ୟ ଇଭିଏମ

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କନ୍ଧମାଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଘରେ ଶୋଇଥିବା ବେଳେ ନାବାଳିକାକୁ ଘରୁ ଉଠାଇ ନେଇ ଏକ ନିଛାଟିଆ ଜାଗାରେ ବନ୍ଦୀ କରି ରଖି ୩ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ।ସୂଚନା ଅନୂସାରେ ଏହି ଅଞ୍ଚଳର ଜଣେ ନବମ

ଉତ୍ତର ପ୍ରଦେଶ ରେ ଆଜି ପ୍ରଥମ ପର୍ଯାୟ ମତଦାନ ଆରମ୍ଭ

ଆଜିଠୁ ଉତ୍ତର ପ୍ରଦେଶ ମହାସଂଗ୍ରାମ । ପ୍ରଥମ ପର୍ୟ୍ୟାୟରେ ୧୧ ଜିଲ୍ଲାର ୫୮ ସିଟ୍ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ । ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ୧୧ ଜିଲ୍ଲା ସାମ୍ଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର,

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର

କନ୍ଧମାଳ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି। ବୈରାଗୀ ଚରଣ ବେହେରାଙ୍କ କେ.ନୂଆଗାଁ ସ୍ଥିତ କାର୍ୟ୍ୟାଳୟ,

ନନ୍ଦନକାନନ ରେ ଥିବା ବାଘୁଣୀର ଛୁଆ ଗୁରୁତର

ରକି ଗୁରୁତର। ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର। OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି। ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର ହେଉଛି। ତାକୁ ସାଲାଇନ୍

କରେଣ୍ଟ ଲାଗି ପ୍ରାଣ ହାରିଲେ ଗଜରାଜ

ଅକାଳରେ ଚାଲିଗଲା ଗଜରାଜଙ୍କ ଜୀବନ । ଉତ୍ତର ବନଖଣ୍ଡ ଏମ୍ ରାମପୁରରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ନରଲା ରେଞ୍ଜ କମେ ଗାଁରେ ରାସ୍ତା ପାର ହୋଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି

ବାଲୁଗାଁ ରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲୁଗାଁରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ବାଲୁଗାଁ- ସୋଲରୀ ଟ୍ରେନ ଲାଇନ ମଧ୍ୟରେ ମାଲଗାଡି ଲାଇନଚ୍ୟୁତ ହୋଇଛି। ମାଲବାହୀ ଗାଡିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରେନ ଚଳାଳଚ ବ୍ୟାହତ ହୋଇଛି। କେନ୍ଦୁଝରରୁ କର୍ଣ୍ଣାଟକ ଯାଉଥିଲା ମାଲବାହୀ ଟ୍ରେନ।