Odia News Portal
Yearly Archives

2022

ମାଲକାନଗିରରେ ମାଓବାଦୀ ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ସୀମାରେ ପୋଲିସ ର ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ମହୁପଦର ଏଲଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନି ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସୂଚନା ଅନୁସାରେ କଟେକଲ୍ୟାଣ ଥାନା

କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ

x-ray ଦ୍ୱାରା ଜାଣି ହେବ କରୋନା ରିପୋର୍ଟ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଇଛି। ଏହାର ନୂଆ ନୂଆ ଭାରିଆଣ୍ଟ ସମଗ୍ର ଦେଶକୁ ଡରାଇବାରେ ଲାଗିଛି । । ଗତ ୩ ବର୍ଷ ହେବ ଏହି ମହାମାରୀ ଜନଜୀବନକୁ ବିପର୍ୟ୍ୟସ୍ତ କରି ରଖିଛି। ବର୍ତ୍ତମାନ ପର୍ୟ୍ୟନ୍ତ କରୋନାର ପରୀକ୍ଷା RTPCR, ଆଣ୍ଟିଜେନ୍ ଟେଷ୍ଟ ଜରିଆରେ ହୋଇ ଆସୁଥିଲା, କିନ୍ତୁ

ଅକାଳରେ ଚାଲିଗଲେ ଡାଭିଡ଼ଙ୍କ ବ୍ୟକ୍ତିଗତ ଡ୍ରାଇଭର

ଢେଙ୍କାନାଳ : ଆରପାରିରେ ବଲିଉଡ ର ପ୍ରଖ୍ୟାତ ନିର୍ଦେଶକ ଡାଭିଡ ଧାବନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ କୁମାର ସାହୁ । ମନୋଜ କୁମାର ସାହୁଙ୍କ ର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କାରନ୍ଦା ଗ୍ରାମରେ। ସୂଚନାଅନୁସାରେ ଡାଭିଡ ଧାବନଙ୍କ ପୁତ୍ର

ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ ପରୀକ୍ଷା ଆରମ୍ଭ

ଆଜିଠାରୁ ଆରମ୍ଭ ହେଉଛି ଓଡିଶା ସିଭିଲ ସର୍ଭିସ୍ ମେନ ପରୀକ୍ଷା । ପ୍ରଥମ ଦିନରେ ଓଡିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେବ । ୫ଟି ଜୋନର ୧୬ଟି କେନ୍ଦ୍ରରେ କୋଭିଡ କଟକଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା

ଗୁନ ସିଂହାରୀ ହତ୍ୟା କାଣ୍ଡ ଅଭିଯୁକ୍ତ ଖଲାସ

ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ୍ ଗୁନ ସିଂହାରୀ ଗୁଳିକାଣ୍ଡ ହତ୍ୟା ଘଟଣାର ଆଜି ଶୁଣାଣି ହୋଇଛି। ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛନ୍ତି ଅତିରିକ୍ତ ସେସନ କୋର୍ଟ। ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା ସେବାୟତ ତଳୁଛ

ରାଜ୍ୟରେ ୨୧ ରୁ ବର୍ଷା

ପୁଣି ୨୧ରୁ ଓଡିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର

ତୃତୀୟ ଲହରୀରେ ଓଡିଶାରେ ୯୫ ପ୍ରତିଶତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି

ଓମିକ୍ରନର ସଂକ୍ରମଣ ବଢି ବଢି ଯାଉଛି। କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା ଦେଇଛନ୍ତି

ରାଜ୍ୟରେ ୩୦୦ ଟପିଲା ଓମିକ୍ରନ ସଂଖ୍ୟା

ଓଡିଶାରେ ଆଉ ୧୪୫ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ ରେ ପହଞ୍ଚିଛି । ଆଉ ୧୪୫ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ILS ଅବଗତ କରିଛି । ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହେବ

ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି । ତେବେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା