Odia News Portal
Yearly Archives

2022

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

କରୋନାରେ ପୀଡିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ପଜିଟିଭ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କଠାରେ କରୋନାର କୈାଣସି ଲକ୍ଷଣ ନଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବା ପରେ ଘରେ କ୍ୱାରେଣ୍ଟିନରେ ରହିଛନ୍ତି । ଗତ ୩ ଦିନ ହେବ ତାଙ୍କ ସଂସ୍ପର୍ଶରେ

ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ

୩ ଦିନ ପରେ ଖୋଲିବ ଭୁବନେଶ୍ୱର ମାକେର୍ଟ ବିଲ୍ଡିଂ । ବିଏମସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଠା ଦୋକାନୀ ଉଚ୍ଛେଦ ନେଇ ମିଳିଲା ଲିଖିତ ପ୍ରତିଶ୍ରୁତି । ଲିଖିତ ପ୍ରତିଶ୍ରୁତି ନେଇ ଆଜି ବିଏମସି ଅଫିସ ଘେରିଥିଲା ବ୍ୟବସାୟୀ ସଂଘ ।

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ

ଦେଶରେ ଲକ୍ଷେ ଟପିଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୧ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮.୮ ପ୍ରତିଶତ ବଢ଼ିଛି ସଂକ୍ରମଣ। ୧୦ ଦିନରେ ଦୈନିକ ମାମଲା ୧୮ ଗୁଣା ବୃଦ୍ଧି ପାଇଛି। ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮। ଅନ୍ୟପଟେ ଗତ

ଭିସୁଟ ଅଫଲାଇନ ପରୀକ୍ଷା ବାତିଲ ହେଲା

ସମ୍ବଲପୁର: ବୁର୍ଲା ଭିସୁଟରେ ଅଫଲାଇନ ପରୀକ୍ଷା ଓ ପାଠପଢା ବାତିଲ ହେଲା ଜ୍ଝ କ୍ୟାମ୍ପସ ଛାଡିଲେ ଛାତ୍ରଛାତ୍ରୀ । ଭିସୁଟରେ ଲଗାତାର ଛାତ୍ରଛାତ୍ରୀ କରୋନା ରେ ଆକ୍ରନ୍ତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖ ଯାଏଁ ସମସ୍ତ ଅଫଲାଇନ କ୍ଲାସ ବାତିଲ କରାଯାଇଛି । ରାଜ୍ୟରେ

ରାଜ୍ୟରେ ୨୪ ଘଣ୍ଟାରେ ୨୭୦୩ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ଆତଙ୍କ ଖେଳାଉଛି କରୋନା ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି। କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୧୨୪

ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଭୁବନେଶ୍ୱର ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲିଠାରୁ ସବୁ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଡବଲ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ ରିପୋର୍ଟ ଥିଲେ ବି

କଟକରେ ସବୁ ପରିବାରକୁ ୨୪ ଘଣ୍ଟା ପାଣି ବ୍ୟବସ୍ଥା କଲେ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ପାନୀୟ ଜଳ କାର୍ୟ୍ୟକ୍ରମ ଦ୍ୱାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା

ଟପ ୬ ଲିଷ୍ଟ୍ ରେ ଓଡିଶା

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। ୬ ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି। ଯେଉଁ ଟାର୍ଗେଟ ୩୧ ଡିସେମ୍ବର ସୁଦ୍ଧା

ଓଡିଶାରେ ପ୍ରଥମ ଓମିକ୍ରନ ଆକ୍ରନ୍ତଙ୍କ ମୃତ୍ୟୁ

ଓଡିଶାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ଜଣଙ୍କ ଆଗଲପୁର ବ୍ଲକ ଅଞ୍ଚଳର ୪୫ ବର୍ଷୀୟା ମହିଳା । ମହିଳାଙ୍କ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ତରଫରୁ

ପାଚିଲା ଚୁଟିକୁ କଳା କରିବ ଲାଉ

ଚୁଟି ପାଚିବା ଆଜି କାଲି ଲୋକଙ୍କ ପାଇଁ ସାଧାରଣ ସମସ୍ୟା ହୋଇଗଲାଣି । ପିଲା ଠାରୁ ବୁଢା ବୁଢୀ ସମସ୍ତଙ୍କର ଚୁଟି ପାଚିବାରେ ଲାଗୁଛି ।ଚୁଟି ପାଚୁଥିଲେ ଲୋକମାନେ କଳା କରିବାକୁ ବିଭିନ୍ନ ଉପାୟ ଆପଣଉଥିଲେ ମଧ୍ୟ ସବୁବେଳେ ଏସବୁ ଉପାୟ କାମ ଦେଇନଥାଏ, ଫଳସ୍ୱରୂପ ଚୁଟି ଯେଉଁ ଧଳାକୁ ସେଇ ଧଳା ହୋଇ