Odia News Portal
Yearly Archives

2022

କାଲିଠୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ

କାଲିଠୁ ଖୋଲିବନି ପ୍ରାଥମିକ ସ୍କୁଲ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ନିଷ୍ପତ୍ତି ର ପରିବର୍ତ୍ତନ । କାଲିଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୨ ଦିନ ଧରି

୧୦ ଦିନ ବନ୍ଦ ରହିବ ଭିତରକନିକା

ଆଜିଠାରୁ ୧୦ ଦିନ ବନ୍ଦ ଭିତରକନିକା । ଚାଲିବ କୁମ୍ଭୀର ଗଣନା । କୁମ୍ଭୀର ମାନଙ୍କର ଗଣନା ଭିତରକନିକାର ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ରାଜ୍ୟକୁ ଫେରିବ ଶୀତ

ଦିନକ ପରେ ରାଜ୍ୟକୁ ଫେରିବ ଶୀତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ତାରିଖରେ ଶୀତଲହରୀ ପାଇଁ ୫ଟି ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ

ଜଗନ୍ନାଥଙ୍କ ପାଖରେ ରାଜ୍ୟ ପାଇଁ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ

ନୂଆ ବର୍ଷରେ ଜଗନ୍ନାଥଙ୍କଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଯାଇ ନ ପାରି ଘରୁ ଆଶୀର୍ବାଦ ମାଗିଛନ୍ତି। କାଳିଆ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି, ନୂଆବର୍ଷ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ନବୀନ ଜଗନ୍ନାଥଙ୍କ ବଡ଼ ଭକ୍ତ। ତେଣୁ ପ୍ରତିବର୍ଷ ନୂଆବର୍ଷ ଦିନ

ନବ ବର୍ଷରେ ପୁରୀ ଗସ୍ତ କଲେ ପାଣ୍ଡିଆନ

ନୂଆ ବର୍ଷରେ ପୁରୀ ଗସ୍ତ କରି କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ୟ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ

୫ ଦିନ ହେବ ମାଆ ପୁଅଙ୍କୁ ଗୃହ ବନ୍ଦୀ

ଭୁବନେଶ୍ୱର: ଦୁଇ ମହଲା ଘରେ ମାଆ ପୁଅ ଅଛନ୍ତି ବନ୍ଦି ଅବସ୍ଥାରେ ।ସି ଆର ପି ଛକ ସ୍ଥିତ ପ୍ରିୟଦର୍ଶନୀ ମାର୍କେଟ ପଚ ପଟେ ଏକ ଘରେ ବନ୍ଦୀ । ମାଆ ପୁଅଙ୍କୁ ୫ ଦିନ ହେବ ବାହାରୁ କେହି ତାଲା ପକେଇ ଦେଇଛି । ନିଜ ଘରେ ସେମାନଙ୍କୁ ବନ୍ଦୀ କରାଯାଇଛି । ଜାଗା ବାଡିକୁ ନେଇ ଏଭଳି ପରିସ୍ଥିତି ହୋଇଛି

ଆଜି ରାଜ୍ୟରେ ୨୯୮ କୋରୋନା ଆକ୍ରନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।

ବର୍ଷ ଆରମ୍ଭରୁ ଘଟିଲା ଅଘଟଣ

ଚଣ୍ଡିଗଡ଼: ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ସହ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଅନୁଯାୟୀ, ଡାଡମ

ଶୁଭେଚ୍ଛା ନାଁ ରେ ଛାଇ ଗଲାଣି ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର

ମାଲକାନଗିରି: ଇଂରାଜି କ୍ୟାଲେଣ୍ଡର ନବବର୍ଷ ୨୦୨୨ ଆଣିଦେଇଛି ରାଜନେତାଙ୍କ ପାଇଁ ନିଆରା ବର୍ଷ । । ଆଗକୁ ଅସୁଛି ପଞ୍ଚାୟତ ନିର୍ବାଚନ । କେତେକ ଅଚିହ୍ନା ମୁହଁ ସହ ପ୍ରମୁଖ ରାଜନୈତିକ ଦଳର ଥିବା ନେତାଙ୍କ ଚେହେରା ଶୁଭେଚ୍ଛା ବ୍ୟାନର ରେ ରାସ୍ତାଘାଟ କାନ୍ଥବାଡ଼ରେ ଛାଇ ଗଲାଣି। ଏମଭି ୭୯ ଛକରେ

ନବ ବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ