Odia News Portal
Yearly Archives

2022

ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ରାତି ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ପଡିଲାଣି । ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ । ଗତକାଲି

ହାରିଗଲା ପାକିସ୍ତାନ

ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ ଚାମ୍ପିଅନ୍ । ପାକିସ୍ତାନକୁ ୫ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ । ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ । ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଲା ପାକିସ୍ତାନ । ମେଲବର୍ଣ୍ଣରେ ପାକିସ୍ତାନ ୧୩୭/୮, ଇଂଲଣ୍ଡ

ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ଲମ୍ବା ଟ୍ରେନ

ସୁଦୂର ଆଫ୍ରିକା ମହାଦେଶରେ ଚାଲୁଛି ବିଶ୍ୱର ସବୁଠୁ ଲମ୍ବା ଟ୍ରେନ। ଯାହାକି ପ୍ରାୟ ୨ କିଲୋମିଟର ରାସ୍ତା ପାଖାପାଖି ଲମ୍ବା। ଦୁନିଆରେ ଅନେକ ଦେଶର ଟ୍ରେନ ନିଜ ଯାତ୍ରା ପାଇଁ ବେଶ ଜଣାଶୁଣା ଥାଏ। କିଛି ରେ ଯାତ୍ରୀ ମାନେ ଅତି ସୁନ୍ଦର ଯାତ୍ରା କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ତ

ତାମିଲନାଡୁରେ ବର୍ଷା ତାଣ୍ଡବ

ଭୀଷଣ ବର୍ଷା ଏବେ ତାମିଲନାଡୁ ଲାଗି ଚିନ୍ତାର ବିଷୟ ପାଲଟିଛି। ଲଗାତାର ବର୍ଷା ଯୋଗୁ ଅନେକ ଜିଲ୍ଲାରେ ଏବେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ସଡକ ଏବେ ନଦୀରେ ରୂପାନ୍ତରିତ ହୋଇଛି। ରାସ୍ତାରେ ପାଣି ଭରି ରହିବା ଯୋଗୁ ଘରୁ ସ୍କୁଲ, କଲେଜ ଓ ଅଫିସ

ଗୁଜରାଟର ୧୮ଟି ଗାଁ ଲୋକଙ୍କ ଭୋଟ ବର୍ଜନ ଧମକ

ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ନବସାରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୮ଟି ଗାଁର ଲୋକେ ଭୋଟ୍ ବର୍ଜନ

ନୋଏଡାରେ ଏଣିକି ପୋଷା କୁକୁର,ବିଲେଇଙ୍କ ପଞ୍ଜିକରଣ ବାଧ୍ୟତାମୂଳକ

ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ନୋଏଡା ଅଞ୍ଚଳରେ କୁକୁର ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷା କୁକୁର ଏବଂ ବୁଲା କୁକୁରଙ୍କ ଆକ୍ରମଣ ନେଇ ଅଭିଯୋଗ ବଢ଼ିଛି । ଇତି ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ପ୍ରଶାସନ କୁକୁର-ବିଲେଇ ରଖିଥିବା ଲୋକ

ଚଳଚିତ୍ର ନିର୍ମାତା ରାକେଶ କୁମାରଙ୍କ ପରଲୋକ

ଅଭିନେତା ତଥା ଫିଲ୍ମ ନିର୍ମାତା ରାକେଶ କୁମାରଙ୍କ ପରଲୋକ ହୋଇଛି। କର୍କଟ ରୋଗ ବିରୋଧରେ ଦୀର୍ଘ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ରାକେଶ କୁମାର। ତାଙ୍କ ପରଲୋକ ନେଇ ପରିବାର ଲୋକେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବଲିଉଡ ଫିଲ୍ମ ‘ଖୁନ ପସିନା’, ‘ଦୋ ଔର ଦୋ ପାଞ୍ଚ’, ‘ମିଷ୍ଟର

ଇଡିରେ ଅର୍ଚ୍ଚନା ନାଗଙ୍କ ବାପା

ଇଡି ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ବାପା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଯାଇଛି । ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଖୋଳତାଡ କରିଛି ଇଡି । ୫ ବର୍ଷରେ କିଭଳି ଏତେ ଟଙ୍କାରେ ମାଲିକ ହେଲେ ଖୋଳତାଡ କରିପାରେ । ଅର୍ଚ୍ଚନାଙ୍କ ସମ୍ପର୍କରେ

୧୪ରୁ ଆରମ୍ଭ ହେବ ବିଇଡି ନାମଲେଖା

ସ୍ଥଗିତ ଥିବା ବିଇଡି ନାମଲେଖା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନସିଟିଇ ମାନ୍ୟତା ପ୍ରଦାନ କରି ନ ଥିବାରୁ ପ୍ରଥମ ପର୍ଯ୍ୟାୟର ୯୫୦ସିଟରେ ନାମଲେଖା ହେବ। ଏନସିଟିଇର ଶୁଣାଣି ପରେ ସିଟ ବୃଦ୍ଧି ପାଇଲେ ଦ୍ୱିତୀୟ ପର୍ଯ୍ୟାୟ

ରାଜଧାନୀରୁ ଆଉ ଜଣେ ଲେଡି ବ୍ଲାକମେଲର ଗିରଫ

ରାଜଧାନୀରେ ଚର୍ଚ୍ଚାରେ ଆଉ ଜଣେ ଲେଡି ବ୍ଲାକମେଲର । ବ୍ଲାକମେଲ କରୁଥିବା ଅଭିଯୋଗରେ କର୍ଣ୍ଣାଟକର ପ୍ରୀତି ଦେଶାଇ ନାମ୍ନୀ ଜଣେ ଯୁବତୀକୁ ଗିରଫ କରାଯାଇଛି । ଗିରଫ ଲେଡି ବ୍ଲାକମେଲର ଜଣକ ଭୁବନେଶ୍ବରରେ ରହୁଥିଲା । ଚନ୍ଦ୍ରଶେଖରପୁର୍ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ