୧୫ ଫୁଟର ଅଜଗର ଉଦ୍ଧାର
୧୫ ଫୁଟର ଅଜଗର ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଡ଼ମପଡା-ଚନ୍ଦକା ଅଭୟାରଣ୍ୟର ଜାରିଆ ନିକଟସ୍ଥ ଜଙ୍ଗଲରୁ ଅଜଗର ଉଦ୍ଧାର କରାଯାଇଛି । ପୂର୍ବରୁ ସେହି ଜଙ୍ଗଲରୁ ସାନମୁଣ୍ଡଳୀ ଗାଁର ନନ୍ଦକିଶୋର ବେହେରାଙ୍କୁ ଅଜଗର ଗିଳିଥିବା ଅଭିଯୋଗ ହୋଇଥିଲା ।
ସେହି ସ୍ଥାନରେ ଆଉ ଏକ ଅଜଗର!-->!-->!-->…