Odia News Portal
Yearly Archives

2023

ହରଡ଼ ଡାଲି ଦର ବୃଦ୍ଧି, କ୍ଵିଣ୍ଟାଲ ପିଛା ବଢ଼ିଲା ୫୦୦ ଟଙ୍କା

ବଢିଲା ହରଡ଼ ଡାଲି ଦର । କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି । ଦର ନିୟନ୍ତ୍ରଣକୁ ଆଖି ବୁଜି ଦେଉଛନ୍ତି କେନ୍ଦ୍ର ସରକାର । ମହଙ୍ଗା ଡାଲି ଦର ଯୋଗୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଦରବୃଦ୍ଧିକୁ ନିନ୍ଦା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶା ବଜାରରେ ହରଡ଼ ଡାଲିର ପାଇକରୀ ଦର କିଲୋ

ସ୍ତ୍ରୀକୁ ହତ୍ୟା ପରେ ପୋଡ଼ିଦେଲା ସ୍ୱାମୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଯୋଳି ବାଲିସାହିରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟାକରି ନିଆଁରେ ପୋଡ଼ିଦେଇଛି । ମୃତ ମହିଳା ହେଲେ କେରୋଯୋଳି ବାଲିସାହିର ରଙ୍ଗବତୀ ଦାସ । ଏ ନେଇ ପୁଅ ବିକାଶ ଦାସ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସ୍ୱାମୀ ନିରଞ୍ଜନ ଦାସଙ୍କୁ ଅଟକ ରଖିଛି ।

କୋଇଲା ଖଣିକୁ ନେଇ ହିଂସା, ୧୫ ମୃତ, ଏକାଧିକ ଗୁରୁତର

ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ କୋଇଲା ଖଣିର ସୀମାକୁ ନେଇ ଦୁଇ ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ। ଗୋଟିଏ କୋଇଲା ଖଣିରୁ କୋଇଲା ଉତ୍ତୋଳନର ଅଧିକାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଓ ରକ୍ତାକ୍ତ

ଧଳ ବ୍ରଦର ମାମଲା

ବହୁ ଚର୍ଚ୍ଚିତ କଟକ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଦୋଷମୁକ୍ତ ହେଲେ ଦୁଇ ଭାଇ । ସୁଶିଲ ଓ ଶୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ। ସାକ୍ଷୀ ଓ ପ୍ରମାଣ ଅଭାବରୁ କୋର୍ଟ ଏହି ତିନି ଜଣଙ୍କୁ

ମନ୍ଦିରରୁ ଚୋରି କରିବାର ଦୀର୍ଘ ୯ ବର୍ଷ ପରେ ଅନୁତାପ କଲା ଚୋର

ମନ୍ଦିରରୁ ଚୋରି କରିବାର ଦୀର୍ଘ ୯ ବର୍ଷ ପରେ ଅନୁତାପ କଲା ଚୋର । ଚିଠି ଲେଖି ଚୋରି ପାଇଁ ଅନୁତାପ କରିବା ସହ ଫେରାଇ ଦେଇଛି ଚୋରି ସାମଗ୍ରୀ।କେବଳ ସେତିକି ନୁହେଁ ଜରିମାନା ବି ଦେଇଛି । ଏଥିସହିତ ଦକ୍ଷିଣା ବି ଦେଇଛି ଅନୁତପ୍ତ ଚୋର । ରାଜଧାନୀ ଭୁବନେଶ୍ଵରର ଉପକଣ୍ଠ ଗୋପୀନାଥପୁର ଗାଁରେ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: SDCରେ ସାମିଲ ହେଲା ଆଉ ୧୪ ଜିଲ୍ଲା

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ରେ ସାମିଲ ହୋଇଛି ଆଉ ୧୪ ଜିଲ୍ଲା । ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ୨୦୧୮ରେ ୯ଟି ଜିଲ୍ଲାର ୬୦ ଲକ୍ଷ ଲୋକ ସାମିଲ ହୋଇଥିଲେ । ଆଜିଠାରୁ ଆଉ ୧୪ ଜିଲ୍ଲା ସାମିଲ ହେଲା ବୋଲି

ସିବିଆଇ ଏତଲାରେ ଖୁଲାସା, ଆର୍ୟନ ଖାନ୍ ମାମଲାରେ ୨୫ କୋଟି ଲାଞ୍ଚ ଦାବି କରିଥିଲେ ସମୀର ଓ୍ବାଙ୍ଖେଡେ

ଆର୍ୟନ ଖାନ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଦୁର୍ନୀତି ଅଭିଯୋଗ ନେଇ ତାଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ

ସୁନା ସୋ’ ରୁମ୍ ଖାଲି କରିଦେଲେ ଡକାୟତି ଗ୍ୟାଙ୍ଗ

ଯାଜପୁର ରୋଡରେ ସୋ ରୁମ୍ ଲୁଟ କଲେ ଡକାୟତ । ୭ ଜଣିଆ ଡକାୟତ ଆସି ଲୁଟିନେଲେ ସୋ ରୁମ୍ । ଗ୍ରାହକ ରୂପରେ ସୋ ରୁମକୁ ଆସିଥିଲେ ଡକାୟତି ଗ୍ୟାଙ୍ଗ । କର୍ମଚାରୀ ଓ ଗ୍ରାହକଙ୍କୁ ମାଡମାରି ଲୁଟିଲେ ସୁନା । ଡକାୟତଙ୍କ ଆକ୍ରମଣରେ ଦସ୍ୱବ କର୍ମଚାରୀ ଆହତ । ଦିନ ୧ଟାରୁ ସାଢେ ଗୋଟାଏ ସମୟର ଘଟଣା ।

ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ପାୱାର କରିଡରରେ ଚର୍ଚ୍ଚା

କିଏ ହେବେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ? କାହାକୁ ମିଳିବ ତିନୋଟି ବିଭାଗର ମନ୍ତ୍ରୀ ପଦ? ଏହାକୁ ନେଇ ପାୱାର କରିଡର ଓ ବିଜେଡି ଅନ୍ଦରମହଲରେ ଜୋରଦାର ଚର୍ଚ୍ଚା । ଚର୍ଚ୍ଚା ଅନୁସାରେ ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଆଉ ଝାରସୁଗୁଡା ନିର୍ବାଚନରେ

କିଛି ଲୋକଙ୍କୁ କାହିଁକି ଅଧିକ କାମୁଡ଼ନ୍ତି ମଶା

ପ୍ରାୟତ ଆପଣ ନିଶ୍ଚୟ ଦେଖିଥିବେ ଯେ ସମାନ ସ୍ଥାନରେ ବସିଥିବା କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତି ଓ କିଛି ଲୋକ କମ୍ କାମୁଡ଼ନ୍ତି । ଏହା କାହିଁକି ଘଟେ, ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ବୈଜ୍ଞାନିକମାନଙ୍କ ମଧ୍ୟରେ ବିତର୍କର ବିଷୟ ହୋଇଆସୁଥିଲା । ବୈଜ୍ଞାନିକମାନେ ବର୍ତ୍ତମାନ ଏହି ପ୍ରଶ୍ନର