Odia News Portal
Yearly Archives

2023

କଟକରେ ସପିଂ ମଲରେ ପୋଲିସର ଚଢାଉ, ବିପୁଳ ପରିମାଣର ଏକ୍ସପାରୀ ସାମଗ୍ରୀ ଜବତ 

କଟକ ବାଦାମବାଡ଼ି ଥାନା ପୋଲିସ ଭି ବଜାର ସପିଂ ମଲରେ ଚଢାଉ କରିଛି। ଚଢ଼ାଉ ସମୟରେ ବହୁ ପରିମାଣର ଏକ୍ସପାରୀ ଜିନିଷ ଜବତ କରିଛି ପୋଲିସ । ଜଣେ ଗ୍ରାହକଙ୍କ ଅଭିଯୋଗ ଆଧାରରେ ପୋଲିସ ମଲରେ ଚଢାଉ କରିଛି । ଏଥିରେ ନାମୀଦାମୀ ବ୍ରାଣ୍ଡର ବିସ୍କୁଟ, କାଜୁ, ମିଶ୍ଚର୍ ଓ ଅନ୍ୟାନ୍ୟ ଜିନିଷ ରହିଛି ।

ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି: ଆଜି ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ଆଜି ଚୈତ୍ର ଶୁକ୍ଳ ରାମନବମୀ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ। ଶ୍ରୀମନ୍ଦିରକୁ ମଧ୍ୟାହ୍ନଧୂପ ଛେକ ପ୍ରବେଶ ପରେ ପରେ ଏହି ନୀତି ପାଳନ କରାଯିବ। ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଜନ୍ମ ନୀତି ସଂପାଦନ କରାଯିବ। ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ

ଶ୍ରୀରାମନବମୀ ପାଳନ ପଛରେ କ’ଣ ରହିଛି ମୂଳ ଉଦ୍ଦେଶ୍ୟ

ବାପା ମାଆଙ୍କ କଥା କିପରି ପାଳନ କରାଯାଏ ତାହା ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିଖିବା ଉଚିତ୍ । ବଡ ଭାଇଙ୍କୁ କିଭଳି ସମ୍ନାନ ଦେବା ଏବଂ ତାଙ୍କ ପ୍ରତ୍ୟେକ କଥାକୁ ମାନିବା ଏହା ଲକ୍ଷ୍ମଣ ଓ ଭରତଙ୍କ ଠାରୁ ଶିଖିବା ଉଚିତ୍ । ସ୍ୱାମୀଙ୍କ ସହ ସୁଖ, ଦୁଃଖ ସବୁ ପରିସ୍ଥିତି ଛିଡା ହେବା ଏହା ଦେବୀ

ଦେବୀ ମିଶ୍ରଙ୍କ ଦୃଢ଼ୋକ୍ତି, ବିଜେଡିର ହେବ ବଡ଼ ବିଜୟ

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ଜବାବ ରଖିଲା ବିଜେଡି ଦଳ ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛ ବୋଲି

ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଗିରଫ

ବିଦ୍ୟାଳୟର ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରୁଥିଲେ ପ୍ରଧାନ ଶିକ୍ଷକ । ବିରୋଧ କଲେ ଶ୍ରେଣୀଗୃହରେ ଦେଉଥିଲେ ଅପମାନ । ଅନ୍ୟ ଶିକ୍ଷକଙ୍କ ଗୋଚରେ ଘଟୁଥିଲା ଏପରି ଘୃଣ୍ୟ କାର୍ଯ୍ୟ । ଅସହ୍ୟ ହେବାରୁ ଅଭିଭାବକଙ୍କୁ ଜଣାଇଲେ ଛାତ୍ରୀ । ଅଭିଭାବକ ବିଦ୍ୟାଳୟ ଘେରାଉ କରି ପୁଲିସରେ ଅଭିଯୋଗ କରିବା

ରାମ ନବମୀରେ ଗଡ଼ିବ ଭଦ୍ରକ-ନୟାଗଡ଼ ଟାଉନ ମେମୁ

ରାମ ନବମୀ(ଗୁରୁବାର)ରେ ଗଡ଼ିବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌। କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିବେ। ଶୁଭାରମ୍ଭ ଦିନ ଏହି

ପୁଣି ବଢିଲା ଓମଫେଡ୍‌ କ୍ଷୀର ଦର

ପୁଣି ବଢିଲା ଓମଫେଡ୍‌ କ୍ଷୀର ଦର। ପ୍ୟାକେଟ୍‌ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର। ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

୫୦ ଲକ୍ଷ ପାଇଁ ନାବାଳକକୁ ହତ୍ୟା

ଝାରସୁଗୁଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ଯେପରି ଭୁଶୁଡ଼ି ପଡ଼ିଛି। ନିକଟରେ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନବଙ୍କ ହତ୍ୟାକୁ ୨ମାସ ନପୂରୁଣୁ ଝାରସୁଗୁଡ଼ାରେ ଆଉ ଏକ ନୃଶଂସ ହତ୍ୟା କରାଯାଇଛି। ତାହାପୁଣି ଜଣେ ନିରୀହ ଛାତ୍ରଙ୍କୁ। ଆଜିର ଏହି

ବିଡିଓ ଝିଅକୁ ମାଡ ମାରି ବାପା ଗିରଫ,ଭାଇ ଅଟକ

କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ବାପା ଓ ଭାଇଙ୍କ ନାଆଁରେ ଥାନାରେ ଏତଲା ଦେବା ପରେ ବାପା ରମେଶ ଚନ୍ଦ୍ର ରାଜଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ପୁଣି ଥରେ ଚର୍ଚ୍ଚା ପରିସରକୁ ଆଣିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟାରେ

ଝାରସୁଗୁଡାରେ ନିର୍ବାଚନ ଆଚରଣ ବିଧି ଲାଗୁ

ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି।  ରାଜ୍ୟ ମୁଖ୍ୟ