ଦୂର ହେବ ଶୀତଳ ଭଣ୍ଡାର ସମସ୍ୟା,ରାଜ୍ୟରେ ନିର୍ମାଣ ହେବ ୧୦୦୦ ଶୀତଳ ଭଣ୍ଡାର:ରଣେନ୍ଦ୍ର ପ୍ରତାପ
ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ଏକ ହଜାର ନୂଆ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତାଙ୍କ କହିବା ମୁତାବକ, ରାଜ୍ୟରେ!-->…
