Odia News Portal
Yearly Archives

2023

ଆଜିଠାରୁ କୁଆପଥର ସହ ଝଡ଼ବର୍ଷା ସମ୍ଭାବନା, ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ରହିପାରେ ପବନ

ପଶ୍ଚିମା ଝଡ଼ର ପ୍ରଭାବ । ଆଜିଠାରୁ କୁଆପଥର ସହ ଝଡ଼ବର୍ଷା ସମ୍ଭାବନା । ବିଶେଷକରି ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା,

ଜାପାନ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଶିଳ୍ପାୟନକୁ ଗତିଶୀଳ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳୀନ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା

କଟକରେ ୫ଟି ସଚିବ; ବସ୍ ଟର୍ମିନାଲ, ଚଣ୍ଡିମନ୍ଦିର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର କଟକ ଗସ୍ତ କରିଛନ୍ତି। ଏହି ଗ୍ରସ୍ତକାଳରେ ସେ ଐତିହାସିକ କଟକ ସହରରେ ଚାଲିଥିବା ଏକାଧିକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫ଟି ସଚିବ ଖାନନଗରରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ଏଠାରେ ୨ ବର୍ଷ ହେଲା

ରାଜଧାନୀରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ। ଗତ ୩ ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି କରୁଥିଲେ ଲୁଟ୍। ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେଇଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଗ୍ୟାଙ୍ଗର ସମସ୍ତ ସଦସ୍ୟ ତାମିଲନାଡୁର ବୋଲି ଜାଣିବାକୁ ପାଇଛି ପୋଲିସ। ଏମାନେ ଦିନରେ ମୁକ

ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରୁ ରକ୍ଷା କରିବ ଏସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରିଦିଅନ୍ତୁ ସେବନ

ଦେଶରେ କରୋନାର ପ୍ରଭାବ କମିଥିବା ବେଳେ ଏବେ ନୂଆ ଭାଇରସ୍‌ର ପ୍ରଭାବ ବଢିବାରେ ଲାଗିଛି। ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି। ଇନଫ୍ଲୁଏଞ୍ଜା ସଂକ୍ରମଣର ଲକ୍ଷଣ ହେଉଛି ଜ୍ୱର,କାଶ, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା, ଡାଇରିଆ ଇତ୍ୟାଦି। ପାଣିପାଗର କ୍ରମାଗତ ପରିବର୍ତ୍ତନ

ଆଉ ନାହାନ୍ତି ‘ପରିଣୀତା’ ନିର୍ଦ୍ଦେଶକ ପ୍ରଦୀପ ସରକାର

ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପ୍ରଦୀପଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଖବର ରହିଛି ଯେ

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଆଶିଷ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (୩୮)କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସିର ଦଫା ୩୦୨ରେ ଆଜୀବନ ଜେଲ

ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହିତ ଆଇନଗତତ ପ୍ରକ୍ରିୟା ଅନୁସାରେ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି ବୋଲି କହିଛନ୍ତି । ତେବେ ମାନ୍ୟବର କୋର୍ଟଙ୍କ

୨୬ରୁ ପୁଣି ପଶ୍ଚିମାଝଡ ! ଚିନ୍ତାରେ ଚାଷୀ

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ। ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗ‌ରେ ପବନ ବହିବ। କିଛି କିଛି ଅଞ୍ଚଳରେ କୁଆପଥର ବର୍ଷା ବି ହୋଇପା‌ରେ। ୨୭ ତାରିଖରୁ ବର୍ଷାର ବିସ୍ତୃତି

ରାଜ୍ୟରେ ଦିନକରେ ୧୭ କୋଭିଡ ଆକ୍ରାନ୍ତ ଚିହ୍ନଟ,୧୩୪ ଦିନରେ ସର୍ବାଧିକ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ସେ କହିଛନ୍ତି ଯେ, ୧୩୪ ଦିନ ଭିତରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସର୍ବାଧିକ। ଏବେ ମୋଟ ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ