ସଂସଦର ଉଭୟ ସଦନରେ ବିରୋଧୀଙ୍କ ହଙ୍ଗାମା,ଦିନ ୨ଟା ପର୍ୟ୍ୟନ୍ତ ଲୋକସଭା ଓ ରାଜ୍ୟସଭା ମୁଲତବି
ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ସପ୍ତାହ । ହେଲେ ସଂସଦର ଉଭୟ ଗୃହରେ ଆଜି ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳମାନେ ସଂସଦର ଉଭୟ ଗୃହରେ ହଙ୍ଗାମା କରିବା ପରେ ଉଭୟ ଗୃହର ସଭାପତି ଦିନ ୨ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି!-->…
