Odia News Portal
Yearly Archives

2023

ସନ୍ଦେହଘେରରେ ଲୋକପ୍ରିୟ ଓଡ଼ିଆ ‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁ

ସନ୍ଦେହଘେରରେ ଲୋକପ୍ରିୟ ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ

ଆଜିଠୁ କମିବ ବର୍ଷା, ଉପକୂଳରେ କାଳବୈଶାଖୀ ସମ୍ଭାବନା

ଆଜିଠୁ ରାଜ୍ୟରେ ବର୍ଷା କମିବ। ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେ‌ଳେ ପବନର ବେଗ ୪୦ରୁ ୫୦ କିମି ଯାଏ ରହିବ। ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,

ବଡଦାଣ୍ଡ ଲହୁଲୁହାଣ

ଶନିବାର ସକାଳେ ପୁରୀ ବଡଦାଣ୍ଡରେ ଲହୁଲୁହାଣ ପରିସ୍ଥିତି ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବାଦାଦନ୍ଦା ବଜାରର ଖଦିପଡା ମେଲାନାରେ ହୋଇଥିବା ଆକ୍ରମଣରେ ପ୍ରାୟ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର

ୟୁପିରେ ବିଦ୍ୟୁତକର୍ମୀଙ୍କ ଧର୍ମଘଟ

ହାଇକୋର୍ଟ କଠୋର ହେବା ପରେ ଏବେ ୟୁପି ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେଣୁ ସରକାର ୬୫୦ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ସେବା ସମାପ୍ତ କରିଦେଇଛନ୍ତି । ଏହାସହ କର୍ମଚାରୀ ମାନଙ୍କୁ ଉପସ୍ଥାପନା ନକରିବାରୁ ୭ଟି ଏଜେନ୍ସି ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ତେବେ ଏଠି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ବୋର୍ଡ କହିଛି । ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ଟିଏସ୍‌ଏମ୍‌ଏଲ୍‌କୁ ସମ୍ମାନଜନକ ଉତ୍କର୍ଷ ପୁରସ୍କାର

ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍‌ ମାଇନିଂର ଉନ୍ନତ ପ୍ରଯୁକ୍ତି ଓ ସମାଧାନ ବ୍ୟବସ୍ଥାକୁ ହୃଦୟଙ୍ଗମ କରି ଶ୍ରେଷ୍ଠ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ

ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ

ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ। ଗୋଟିଏ ଦିନ ରହିବା ପରେ ସେ ମାର୍ଚ୍ଚ ୨୧ରେ ଜାପାନ ଫେରିଯିବେ। ତାଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଫୁମିଓ

ମହଙ୍ଗା ଭତ୍ତା ମଧ୍ୟ ହୋମଗାର୍ଡମାନଙ୍କୁ ପ୍ରଦାନ

ଓଡ଼ିଶା ପୋଲିସରେ କାର୍ଯ୍ୟରତ ହୋମ୍‌ଗାର୍ଡମାନଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ପରି ଦରମା ଓ ମହଙ୍ଗା ଭତ୍ତା ମିଳିବ। ସ୍ଥାୟୀ କନଷ୍ଟେବଲଙ୍କ ଦରମା ବଢ଼ିବା ଅନୁସାରେ ହୋମଗାର୍ଡଙ୍କ ଦରମା ବି ବଢ଼ିବ। ଏଥିସହ ରାଜ୍ୟ ସରକାର ଏହାକୁ ପିଛିଲା ଭାବେ ୨୦୧୮ ଜୁନ୍‌ରୁ ଲାଗୁ କରିବାକୁ ସୁପ୍ରିମକୋର୍ଟ ରାୟ

ଭିଜିଵ ଓଡ଼ିଶା।

ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ନୟାଗଡ଼ ଓ ପୁରୀ।ଅନ୍ୟପକ୍ଷେ କଟକ, ଢେଙ୍କାନାଳ

ବଡ଼ଦାଣ୍ଡରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ୨ କଟକ ସ୍ଥାନାନ୍ତର

ପୂର୍ବ ଶତ୍ରୁତାରୁ ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଠାରେ ୩ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି