Odia News Portal
Yearly Archives

2023

ମହିଳା ପ୍ରିମିୟର୍ ଲିଗ୍: ଗୁଜରାଟକୁ ହରାଇଲା ୟୁପି

ମହିଳା ପ୍ରିମିୟର୍ ଲିଗ୍‌ (ଡବ୍ଲୁପିଏଲ୍‌)ର ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬୦ ରନ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ହରାଇ ଅଭିଯାନ ଆରମ୍ଭ କରିଛି। ସେଫାଳି ବର୍ମା ଓ ମେଗ୍‌ ଲାନିଙ୍ଗଙ୍କ ବିସ୍ଫୋରକ ବ୍ୟାଟିଂ ପରେ ‌ତାରା ନୋରିସଙ୍କ

ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଆଜି ଖୋଲିବ ରହସ୍ୟ

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ । ଆଜି ଆସିପାରେ ଚିନ୍ମୟୀଙ୍କ ବୟ ଫ୍ରେଣ୍ଡ ପ୍ରୀତିମାନ ଓ ସାଙ୍ଗ ମାନସ ଟୁଡୁଙ୍କର ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ । ସେମାନଙ୍କର କଥାରେ ତାଳମେଳ ରହୁ ନଥିବାରୁ ଶନିବାର ଭୁବନେଶ୍ୱର ଏସଏଫଏସଏଲରେ ସତ ମିଛ ପରୀକ୍ଷା ହୋଇଛି । ଏହି

ଅନ୍ତିମ ମ୍ୟାଚ ଖେଳିଲେ ସାନିଆ

ଖୁସିର ଲୁହ ସହ ଭାରତୀୟ ଟେନିସ କିଂବଦନ୍ତି ସାନିଆ ମିର୍ଜା ‌ରବିବାର ନିଜ ଖେଳ ଜୀବନ ଶେଷ କରିଛନ୍ତି। ‌ସେ ‌ଯେଉଁଠାରେ ଖେଳି ଖେଳ ଜୀବନର ଆରମ୍ଭ କରିଥିଲେ ସେହିଠାରେ ହିଁ ଶେଷ କରିଛନ୍ତି। ହାଇଦ୍ରାବାଦସ୍ଥିତ ଲାଲ ବାହାଦୂର ଟେନିସ ଷ୍ଟାଡିୟମ୍‌ରେ ପ୍ରାୟ ଦୁଇ ଦଶନ୍ଧି ତଳେ ଡବ୍ଲୁଟିଏ ଏକକ

ମନିଷ ସିସୋଦିଆଙ୍କୁ ସିବିଆଇ ନିର୍ଯାତନା ଦେଉଛି; ଆପର ଅଭିଯୋଗ

ଆପ୍‌ର ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ ରବିବାର ଅଭିଯୋଗ କରିଛନ୍ତି ଯେ ସିବିଆଇ ଆପ୍‌ର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ହାଜତ‌ରେ ନିର୍ଯାତନା ଦେଇ ମିଥ୍ୟା ଅଭିଯୋଗ ଲେଖାଥିବା କାଗଜପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରୁଛି। ସିସୋଦିଆ କିଛି ଅପରାଧ କରି ନ

ନିକୋବର ଦ୍ବୀପପୁଞ୍ଜରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଆଜି ବଡ଼ି ସକାଳେ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି। ଭୋର୍‌ ପ୍ରାୟ ୫.୭ରେ ସଂଘଠିତ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ରିପୋର୍ଟ

ସୁଟିଙ୍ଗ ସେଟରେ ଆହତ ବିଗ ବି, ବିଶ୍ରାମ ନେବାକୁ ପରାମର୍ଶ ଦେଲେ ଡାକ୍ତର

ହାଇଦ୍ରାବାଦରେ ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍‌ କେ’ର ସୁଟିଙ୍ଗ୍‌ ସମୟରେ ବଲିଉଡ୍‌ ସୁପର୍‌‌ଷ୍ଟାର୍‌ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ‘ବ୍ଲଗ୍‌’ରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ସଦ୍ୟତମ ସୂଚନା ସେୟାର୍‌ କରି ଅମିତାଭ ଲେଖିଛନ୍ତି ଯେ, ସମ୍ପ୍ରତି ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ

ପ୍ରଥମ ଥର ପାଇଁ ସିସୋଦିଆଙ୍କ ବିନା ଉପସ୍ଥିତିରେ ହେବ ବଜେଟ ଅଧିବେଶନ

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କର ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୧୦ରେ ରାୟ ଶୁଣାଇବାକୁ ଥିବା ବେଳେ ଆପ୍ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମାର୍ଚ୍ଚ ୧୭ରେ ବାର୍ଷିକ ବ‌ଜେଟ ଅଧିବେଶନ ହେବ

ଗ୍ୟାସ୍ ଲିକରୁ ଲାଗିଲା ନିଆଁ,୪ ଗୁରୁତର

ଗ୍ୟାସ ଟାଙ୍ଗି ଲିକ୍ ହୋଇ ଲାଜିଲା ନିଆଁ,୪ଗୁରୁତର । ପ୍ଲାଣ୍ଟସାଇଟ ଥାନା ଛୋଟାପାର୍କ ନିକଟରେ ଅଘଟଣ । ଗାଡିରୁ ଗ୍ୟାସ୍ ଟାଙ୍କି ଅନ୍‌ଲୋଡ ବେଳେ ଗ୍ୟାସ ଲିକ ହୋଇଥିଲା । ନିକଟରେ ଏକ ଚୁଲି ଲାଗିଥିବାରୁ ଗ୍ୟାସ ଟାଙ୍ଗୀରେ ନିଆଁ ଲାଗିଗଲା । ୪ଗୁରୁତର ରାଉଲକେଲା ସରକାରୀ ମେଡିକାଲରେ ଭର୍ତ୍ତି

ଗିରଫ କରିବାକୁ ୱାରେଣ୍ଟ ନେଇ ପହଞ୍ଚିଲା ପୋଲିସ, ହେଲେ ଫେରାର୍ ଇମ୍ରାନ ଖାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଜାମିନ ବିହୀନ ଗିରଫ ୱାରେଣ୍ଟ ନେଇ ପୁଲିସ ପହଞ୍ଚିଛି। ତାଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିବା କୁହାଯାଉଛି। ଯାହା କୌଣସି ମୁହୂର୍ତ୍ତରେ ବି ଖସିପାରେ । ଇସଲାମାବାଦ ଆଇଜି ମାର୍ଚ୍ଚ ୫ ତାରିଖରେ ଅର୍ଥାତ ଆଜି ଇମ୍ରାନ ଖାନଙ୍କୁ

ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

 ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ । ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ