Odia News Portal
Yearly Archives

2023

ସପ୍ତାହର ଏହିଦିନ ଭୁଲରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ

ତୁଳସୀ ଗଛ। ପ୍ରତ୍ୟେକ ଙ୍କ ଘରେ ଏହି ଗଛକୁ ଆପଣ ପାଇବେ। ସମସ୍ତେ ଏହି ଗଛକୁ ପୂଜା କରନ୍ତି। ଏ ହେଉଛନ୍ତି ମାଆ ବୃନ୍ଦାବତି। କିନ୍ତୁ ଅନେକ ନିୟମ ରହିଛି ଏହି ଗଛକୁ ପୂଜା କରିବା ପାଇଁ.. ଆପଣ ମନଇଚ୍ଛା ଏହାକୁ ପୂଜା କଲେ ଆଉ ଗଛ ସ୍ପର୍ଶ କରି ପତ୍ର ଛିଣ୍ଡାଇଲେ ଭାଗ୍ୟରେ ଦୁର୍ଦ୍ଦଶା ଆସିଯିବ।

ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା

ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉପସ୍ଥିତି ଜାଣିବା ପାଇଁ ଏହାକୁ ଲଗାଯିବ । ଏହି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ। ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ

ଭାରତୀୟଙ୍କ ‘ଖିଚଡ଼ି’ରେ ଛୁଙ୍କ ମାରିଲେ ବିଲ୍‌ ଗେଟ୍‌ସ

ଆମେରିକୀୟ ବ୍ୟବସାୟୀ ବିଲ୍‌ ଗେଟ୍‌ସ ଖିଚିଡ଼ି (ଖେଚେଡ଼ି) ବନାଇଛନ୍ତି ବୋଲି ଯଦି ଆପଣ ଶୁଣିବେ ବିଶ୍ବାସ କରିବେ ତ? ଆପଣ ‌ଏବେ ବିଶ୍ବାସ କରିବା ଆରମ୍ଭ କରନ୍ତୁ। କାରଣ ବିଲ୍‌ ଗେଟ୍‌ସ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗରେ ଏପରି ଏକ କାର୍ଯ୍ୟ କରିଥିବାର ଭିଡିଓ ଏବେ ସୋସିଆଲ୍‌

ଅସୁସ୍ଥ ସୋନିଆ ଗାନ୍ଧି

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜ୍ୱରରୋ ଆକ୍ରାନ୍ତ ହୋଇଥିବାରୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍ ଝଟକା, ଜବତ କରାଯିବ ସମ୍ପତ୍ତି

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାକୁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କୁ କୌଣସି ଆଶ୍ବସ୍ତି ଦେଇ ନାହାଁନ୍ତି । ମୁମ୍ବାଇ

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ : ଅସ୍ତରଙ୍ଗ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ…

ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିଜ ବ୍ଲକରେ ବିରୋଧ । କାର୍ଯ୍ୟାଳୟ ବାହାରେ ତାଲା ପଡ଼ିଥିବା ଦେଖି ଭିତରୁ ତାଲା ମାରି ରହିଲେ ମନ୍ତ୍ରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳକୟକୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ ବିରୋଧ ପ୍ରଦର୍ଶନ କରି

ଜାମିନ ଆବେଦନ କଲେ ମନୀଷ ସିସୋଦିଆ

ଆମ ଆଦମୀ ପାର୍ଟି (ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରୋଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସିସୋଡିଆ ଜାମିନ ଆବେଦନ କରିଥିବା ଜଣାପଡିଛି। ତେବେ ଶନିବାର ଏହାର ଶୁଣାଶି

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏକ ବାସ୍ତବତା : ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ

ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦୁଝର ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ତେବେ ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲେ ମଧ୍ଯ ପୋଲିସ ଏନେଇ କୌଣସି ଟେରି ପାଉନଥିଲା । ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଓରାଳି ବଜାରରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ଅବକାରୀ

ଓସ୍କାର୍‌ ୨୦୨୩ ର ଉପସ୍ଥାପିକା ଭାବେ ମନୋନୀତ ହୋଇଛନ୍ତି ଦୀପିକା ପାଦୁକୋନ୍‌

ଓସ୍କାର୍‌ ୨୦୨୩ ର ଅନ୍ୟତମ ଉପସ୍ଥାପିକା ଭାବେ ମନୋନୀତ ହୋଇଛନ୍ତି ବୋଲି ଗୁରୁବାର ଦିନ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ ପୋଷ୍ଟ୍‌ରେ ଘୋଷଣା କରିଛନ୍ତି। ହି ସମ୍ମାନ ପାଇ ଦୀପିକା ଏମିଲି ବ୍ଲଣ୍ଟ୍‌, ସାମୁଏଲ୍‌ ଏଲ୍‌. ଜ୍ୟାକ୍‌ସନ୍‌, ଡ୍ବେନ୍‌ ଜନ୍‌ସନ୍‌,