Odia News Portal
Yearly Archives

2023

ଶିବମୋଗ୍ଗା ଏୟାରପୋର୍ଟ ଉଦ୍ଘାଟନ କଲେ ପ୍ରଧାନ ମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବମୋଗ୍ଗା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହିତ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ପଞ୍ଚମ ଗସ୍ତ। ବରିଷ୍ଠ ‘ବିଜେପି’ ନେତା ବି. ଏସ୍‌.

କେଶ ପାଇଁ ଲାଭଦାୟକ ସୋରିଷ ତେଲର ମାସ୍କ

ବର୍ତ୍ତମାନ ସମୟରେ ଦୁର୍ବଳ ଓ ଶୁଷ୍କ କେଶ ପାଇଁ ସଭିଏଁ ଚିନ୍ତିତ। ପ୍ରଦୂଷଣ, ଭୁଲ ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ ଲାଭଦାୟକ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ

‘ବିଭ୍ରାନ୍ତ’ ଚଳଚ୍ଚିତ୍ରରେ ପୁଣି ନଜର ଆସିବ ଜ୍ୟୋତି-ତମନ୍ନାଙ୍କ ଯୋଡି

ଓଲିଉଡର ଜଣେ ଜଣାଶୁଣା ନାୟକ ହେଲେ ଜ୍ୟୋତି ଓ ଆଗଧାଡ଼ିର ନାୟିକା ହେଲେ ତମନ୍ନା। ଜ୍ୟୋତି-ତମନ୍ନାଙ୍କ ଯୋଡ଼ିକୁ ଦର୍ଶକ ଆଗରୁ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି। ଏବେ ପୁଣି ଏହି ଯୋଡ଼ି ବଡ଼ ପରଦାକୁ ଆସୁଛନ୍ତି।ଯେଉଁ ସିନେମାରେ ଏହି ଯୋଡ଼ି ଫେରୁଛନ୍ତି ତାର ଶୀର୍ଷକ ହେଲା

ପାନ ମସଲା ବିଜ୍ଞାପନ କରିବା ମୋର ଭୁଲ ଥିଲା; ଅକ୍ଷୟ କୁମାର

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଖିଲାଡି କୁମାର ତାଙ୍କ ଜୀବନରେ କରିଥିବା ଭୁଲ ସବୁ ସ୍ବୀକାର କରିଛନ୍ତି। ଜାତୀୟ ଗଣମାଧ୍ୟମ ଆଜ ତକର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସିଧି ବାତ୍’ରେ ଅକ୍ଷୟ କୁମାର ନିଜ କ୍ୟାରିୟରରେ କରିଥିବା ଭୁଲ ବିଷୟରେ କହିଥିଲେ। ‘ସିଧି ବାତ୍’ରେ ଅକ୍ଷୟ କୁମାରଙ୍କୁ ପ୍ରଶ୍ନ

ଓଡିଶାରେ କେଉଁ ଜିଲ୍ଲାରେ ଅଛି ସୁନା ଖଣି,ବିଧାନସଭାରେ ମନ୍ତ୍ରୀ ଦେଲେ ସୂଚନା

ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି

କଳା ଦେଶ ଠାରୁ ବଡ ନୁହେଁ-ରଣବୀର କପୂର

୨୦୨୨ରେ ସୁଯୋଗ ମିଳିଲେ ଓ ଭଲ କାହାଣୀ ମିଳିଲେ ମୁଁ ପାକିସ୍ତାନୀ ଫିଲ୍ମ କରିବି ବୋଲି କହିଥିଲେ ବଲିଉଡ ଅଭିନେତା ରଣବୀର କପୁର। ଏହି ବିବୃତି ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଇଥିଲା। ଡିସେମ୍ବର ୨୦୨୨ରେ ରେଡ ସି’ ଫେଷ୍ଟିଭାଲରେ ରଣବୀର ଏହି ବିବୃତି ଦେଇଥିବା ବେଳେ ଏବେ ସେ ଏହା

ବିଶ୍ୱ ଧନୀ ତାଲିକାରେ ତଳକୁ ଖସିଲେ ଆଦାନୀ

ବିଶ୍ବ ଧନୀ ତାଲିକାରେ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ୩୦ତମ ସ୍ଥାନକୁ ଖସିଆସିଛନ୍ତି। ମାସକ ପୂର୍ବରୁ ସେ ତୃତୀୟ ସ୍ଥାନରେ ଥିଲେ। ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ତାଙ୍କ କଂପାନି ବିରୋଧରେ ଜାଲିଆତି ଓ ହେରଫେର ଭଳି ଗମ୍ଭୀର ଅଭିଯୋଗ ଆଣିବା ପରଠାରୁ ତାଙ୍କ ବ୍ୟକ୍ତିଗତ

ଜାଲ୍ ନୋଟ ଦେଇ ଯୁବକ ହଟହଟ୍ଟା

ଦୋକାନୀକୁ ଜାଲ ନୋଟ ଦେଇ ଯୁବକ ହଟହଟ୍ଟା । ଧରାପଡି ଥାନାକୁ ଗଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଚଞ୍ଚରେ । ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ ନୋଟ୍ ଜବତ

ଭାରତରୁ ଶ୍ରୀଲଙ୍କା ନେବ ୨୦ଲକ୍ଷ ଅଣ୍ଡା

ଚଳିତ ସପ୍ତାହରେ ଭାରତରୁ ୨୦ ଲକ୍ଷ ଅଣ୍ଡା କିଣିବ ଶ୍ରୀଲଙ୍କା। ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା ଥିବା ସତ୍ତ୍ବେ ଭାରତଠାରୁ ଅଣ୍ଡା କିଣିବା ଲାଗି ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଅଣ୍ଡାକୁ କେବଳ ବେକରି ଶିଳ୍ପକୁ ଦିଆଯିବ। ଲୋକମା‌ନଙ୍କ ବ୍ୟବହାର ପାଇଁ ସେହି ଅଣ୍ଡା ଉପଲବ୍ଧ

ପ୍ରଦାନ କରାଯିବ ପିଏମ କିଶାନର ୧୩ତମ କିସ୍ତି

ପିଏମ୍ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ପ୍ରତ୍ୟେକ କୃଷକଙ୍କୁ