Odia News Portal
Yearly Archives

2023

ବ୍ରିଟିଶଙ୍କ ଅଧୀନରେ ଏବେ ବି ଅଛି ଦେଶର ଏହି ରେଳ ଲାଇନ

ଭାରତକୁ ରେଳବାଇ ବ୍ରିଟିଶମାନେ ହିଁ ଦେଇଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ସେ ଭାରତରେ ରେଳପଥ ଏଥିପାଇଁ ନିର୍ମାଣ କରିଥିଲେ, ଯାହା ଦ୍ୱାରା ସେମାନେ ଲୁଟ୍ କରୁଥିବା ସାମଗ୍ରୀକୁ, ସହଜରେ ଭାରତରୁ ବନ୍ଦରକୁ ପରିବହନ କରିପାରିବେ ଓ ଯେଉଁଠାରୁ ସେଗୁଡ଼ିକୁ ଇଂଲଣ୍ଡକୁ ନିଆଯାଇପାରିବେ ।

ବାହା ବେଦିରୁ ପ୍ରେମିକ ସହ ଫେରାର ହେଲା କନ୍ୟା

ବିବାହ ପାଇଁ ବର ଆସିଥିଲେ , ଥାଟବାଟ ସହ କନିଆଁ ଘରେ ପହଞ୍ଚିଲେ ବର। ହାତଗଣ୍ଠି ପଡ଼ିଲା। ହୋମ ନିଆଁକୁ ସାକ୍ଷୀ ରଖି କନିଆ ସିନ୍ଥିରେ ସିନ୍ଦୂର ଦେଲେ, ହେଲେ କନ୍ୟା ବିନା ଏକୁଟିଆ ଫେରିଗଲେ ବର। ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନିଆଁ। ଏପରି ଅଭିଯୋଗ ଆସିଛି

ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

ଝାରପଡ଼ା ଜେଲ୍‌ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍‌ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍‌ । ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । ୨୫ଶହ କଏଦୀଙ୍କ ପାଇଁ ହେବ ଜେଲ । ଏହା ହେବ ଦେଶର ସବୁଠାରୁ ବଡ଼ କାରାଗାର । ବିଦେଶର ଜେଲ ଢାଞ୍ଚାରେ ନିର୍ମାଣ ହେବ । ଏଠାରେ ରହିବ

ଜାଗର ତଥା ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ ଓ ଉତ୍ସବମୁଖର ଭକ୍ତଗଣ

ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବପୀଠ। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି, ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା: ନିର୍ମଳା ସୀତାରମଣ

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା । ପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ଆଧାରରେ

ସୁନ୍ଦର ତ୍ୱାଚା ପାଇଁ ଏହିପରି କରନ୍ତୁ……

ସୁନ୍ଦର ଓ ଚିକ୍କଣ ତ୍ୱାଚା କାହାକୁ ବା ନପସନ୍ଦ । କିନ୍ତୁ ବର୍ତ୍ତମାନ ରାସାୟନିକ ସାର ମିଶା ଖାଦ୍ୟ ତଥା କେମିକାଲ ମିଶ୍ରିତ ବିଭିନ୍ନ ପଦାର୍ଥ ଓ ବାହାରର ବାୟୁ ପ୍ରଦୂଷଣ ଆମ ଚେହେରାକୁ ଖରାପ କରିବା ସହ, ମୁହଁରେ ବୟସର ମାତ୍ରା ମଧ୍ୟ ଅଧିକ ଦେଖାଉଛି । ଯାହାଦ୍ୱାରା ତ୍ୱାଚାର ପ୍ରାକୃତିକ ଚମକ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନର ୬ କିମି ଦୂର ସୁକୁ ନିକଟରେ ଲାଇନଚ୍ୟୁତ ହୋଇଛି । ଉଭୟ ପଟୁ ବିଶାଖାପାଟଣା- ଜଗଦଲପୁର ଟ୍ରେନ ବାତିଲ ।

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁବୃତ୍ତ

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଧନୁପାଲୀ ଥାନା ତୂରୀପଡାରେ ଯୁବକଙ୍କୁ ହାଣି ପକାଇଲେ ଦୁବୃତ୍ତ । ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା । ସେଥିପାଇଁ ବୁର୍ଲା ମେଡିକାଲରେ ଯୁବକଙ୍କୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କଲେ ତାହା ଏବେ ଯାଏଁ

ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେଲେ ‘କନ୍ତାରା’ ମୁଖ୍ୟ ନାୟକ ରିଷଭ ସେଟ୍ଟୀ

ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ‘କନ୍ତାରା’ ଫେମ୍ ରିଷଭ ସେଟ୍ଟୀ। ଗତବର୍ଷ ନିଜ ବ୍ଲକବଷ୍ଟର ଫିଲ୍ମ କନ୍ତାରା ଜରିଆରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ରିଷଭଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଦେଲେ ଇସ୍ତଫା

ଷ୍ଟିଙ୍ଗ୍ ଅପରେସନ୍‌ରେ ଫସି ବିବାଦୀୟ ହୋଇପଡ଼ିଥିବା ପୂର୍ବତନ କ୍ରିକେଟର ଚେତନ ଶର୍ମା ବସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ତାଙ୍କ ଇସ୍ତଫାପତ୍ର ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ତାକୁ ଗ୍ରହଣ କରି ନିଆଯାଇଛି ବୋଲି