ଚୀନ ବେଲୁନ୍ ତଳକୁ ଖସାଇବା ପାଇଁ ସେ କୌଣସ କ୍ଷମା ମାଗିବେ ନାହିଁ:ଜୋ ବାଇଡେନ
ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍ର ହାଇ-ଟେକ୍ ‘ସ୍ପାଏ ବେଲୁନ୍’କୁ ଖସାଇବା ବିଷୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଦିନ କହିଛନ୍ତି।ସେ କହିଛନ୍ତି, ରାଷ୍ଟ୍ରପତି ଜି’ଙ୍କ ସହିତ!-->…
