Odia News Portal
Yearly Archives

2023

ତୁର୍କୀ, ସିରିଆରେ ମୃତ୍ୟୁସଂଖ୍ୟା ୪୧ ହଜାର ଟପିଲା, ୭୦ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପ୍ରଭାବିତ

ଭୂକମ୍ପର ୧୦ ଦିନ ପରେ ମଧ୍ୟ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଦୁଇ ଦେଶରେ ୪୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତୁର୍କୀରେ ଏପର୍ଯ୍ୟନ୍ତ ୩୫,୪୧୮ ଲୋକ ପ୍ରାଣ ହରାଇଥିବା ବେଳେ ସିରିଆରେ ୫,୮୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଉଭୟ ଦେଶରେ ରିଲିଫ ଓ

ଚୌଦ୍ୱାର ଜେଲରେ ଗୋପାଳର ହାବଭାବକୁ ନେଇ ବଢିଲା ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲକୁ ଆସିଛି । ଜେଲରେ ଥିିବା ଗୋପାଳର ବିଭିନ୍ନ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜେଲର ମୁଖ୍ୟ ଗେଟରେ ପଶିବା ବେଳେ ଗୋପାଳ ହାତ ଯୋଡି ନମସ୍କାର କରିବା ଓ ଗେଟ ଡେଇଁବା ପରେ ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ

ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ 

ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛି ତ୍ରିପୁରା । ମୋଟ ୬୦ ଆସନ ପାଇଁ କଡା ସୁରକ୍ଷାରେ ୩ ହଜାର ୩୨୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସେଥିମଧ୍ୟରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଛି । ତ୍ରିପୁରାର ୨୮ ଲକ୍ଷରୁ ଅଧିକ

ଜାଗର ଯାତ୍ରା ପାଇଁ ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ

ଫେବ୍ରୁଆରୀ ୧୮ ତାରିଖରେ ପାଳନ ହେବ ପବିତ୍ର ମହାଜାଗର । ଏଥିପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର ହୋଇସାରିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ଅନ୍ୟ ପୂଜାବିଧି ପାଇଁ ମଧ୍ୟ ନୀତିନିର୍ଘଣ୍ଟ ସ୍ଥିର

ପୁଣି ସଙ୍କଟରେ ଶିମିଳିପାଳ,ଜଙ୍ଗଲରେ ଲାଗିଲା ନିଆଁ

ଶିମିଳିପାଳକୁ ବନାଗ୍ନି ସଙ୍କଟ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ରାତିରେ ଶିମିଳିପାଳ ଜଳିବାର ଚିତ୍ର ସାମ୍ନାକୁ ଆସିଛି। ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍‌ ଅଞ୍ଚଳର ଉପର ବାରଡାଙ୍ଗୁଆ,

ସାଂଘାତିକ ଅଭିଯୋଗ ଆଣିଲେ ଜୟନାରାୟଣ

ସମ୍ବଲପୁରରେ ହୋଇଥିବା ଠେଲାପେଲା ଘଟଣାରେ ସାଂଘାତିକ ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର । ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ର ଧକ୍କା ମାରିବା ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଠିକ ଓଲଟା ଅଭିଯୋଗ ଆଣିଛନ୍ତି ବିଧାୟକ । ଅଭିଯୋଗର ପ୍ରତିକ୍ରିୟାରେ ବିରୋଧୀ ଦଳର ନେତା ନିଜର ପ୍ରତିକ୍ରିୟା

କଂଗ୍ରେସରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଆଜି କଂଗ୍ରେସ ଦଳରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ଚହଳ ପକାଇଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ ଉପସ୍ଥିତିରେ

ମହିଳା ଆଇଆଇସିଙ୍କୁ ଆକ୍ରମଣକୁ ବିଜେଡିର ନିନ୍ଦା, ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ହଟାଇବା ଦାବି

ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛି ବିଜେଡି । ଜୟ ନାରାୟଣଙ୍କ ଧନୁପାଲି ଆଇଆଇସିଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ବିଧାନସଭାର ଜଣେ ବିରୋଧି ଦଳ ନେତାଙ୍କ ଏପରି କାର୍ଯ୍ୟ ଗଣତନ୍ତ୍ର ପାଇଁ ବିପଦ

ଆସନ୍ତୁ ଜାଣିବା ବହୁରୂପୀ ଏଣ୍ତୁଅର ରଙ୍ଗ ବଦଳାଇବାକୁ ନେଇ କ’ଣ କୁହେ ବିଜ୍ଞାନ

କ’ଣ ପାଇଁ ରଙ୍ଗ ବଦଳାଇଥାଏ ବହୁରୂପୀ ଏଣ୍ତୁଅ- କୁହାଯାଏ ବାହାରର ତାପମାତ୍ରା ସହ ନିଜ ଶରୀରର ତାପମାତ୍ରକୁ ସମାନ କରିବା ଲାଗି ଏଣ୍ତୁଅ ନିଜ ରଙ୍ଗ ବଦଳାଇଥାଏ । ଡ଼ରରେ ବା କୌଣସି ବିପଦ ଥିଲେ ମଧ୍ଯ ଏଣ୍ତୁଅ ନିଜ ରଙ୍ଗ ବଦଳାଇଥାଏ । ରଙ୍ଗ ବଦଳିବା ସମୟରେ ଏଣ୍ତୁଅର ଶରୀରରେ ବିଶେଷ ପରିବର୍ତ୍ତନ

ଆସନ୍ତୁ ଜାଣିବା ଭାରତର ସବୁଠାରୁ ଛୋଟ ରେଳ ରୁଟ୍

ସବୁଠାରୁ ମଜାଳିଆ କଥା ତ ଏହି ରୁଟ୍‌ କେବଳ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏହି ରୋଚକପୂର୍ଣ୍ଣ ରୁଟ୍‌ ବିଷୟରେ ଡିଟେଲ୍ସରେ ବତାଇବୁ । ଭାରତୀୟ ରେଲୱେର ଏହି ସବୁଠାରୁ ଛୋଟ ରେଳ ରୁଟ୍‌ ମହାରାଷ୍ଟ୍ରରେ ରହିଛି । ଏହି ରୁଟରେ କେବଳ ୨ଟି ରେଳ ଷ୍ଟେସନ